Daily Archives

ଆର୍‌ଡିସିଙ୍କ ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ବ୍ରହ୍ମପୁର) ଟି. ଆପାଙ୍ଗ ଆଓ ଗୁରୁବାର ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । ତହସିଲଦାରଙ୍କ ପ୍ରକୋଷ୍ଠରେ ଉପସ୍ଥିତ ରହି କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଗୁଡିକ ତନଖି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟ ହତ୍ୟାକାଣ୍ଡ ଘଟଣା : ଭାଇରାଲ୍‌ ହେଉଛି ନୃଶଂସ ଭିଡ଼ିଓ, ଲୋକେ ଆତଙ୍କିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟ ହତ୍ୟାକାଣ୍ଡ ଘଟଣା ଏବେ ସାରା ସହରରେ ଆତଙ୍କ ସୃଷ୍ଟି କରିଛି । ଏହି ନୃଶଂସ ହତ୍ୟାକାଣ୍ଡର ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି ସୋସିଆଲ୍‌ ମିଡ଼ିଆରେ । ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କ ଅମାନବିକତାର ସୀମା ଟପି ଯାଇଥିବା
Read More...

ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ତଥା ଅବକାରୀ ପ୍ରମୁଖ ସଚିବଙ୍କ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁନୀଲ କୁମାର ଲୋହନୀ ଗତକାଲି ଗଞ୍ଜାମ ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହନୀ ଅଧ୍ୟକ୍ଷତା କରି
Read More...

ଗତ ୨୪ ଘଂଟାରେ ୨୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୮୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଏହା ହେଉଛି ୨୦୨୧ର ଭାରତ, ୧୯୪୭ର ନୁହେଁ, ଦେଶର ବିଭାଜନ ଆଉ ହେବନାହିଁ : ମୋହନ ଭାଗବତ

ନୂଆଦିଲ୍ଲୀ : ବିଭାଜନ ସମୟରେ ଦେଶ ଏକ ବଡ଼ ଆଘାତ ସୃଷ୍ଟି କରିଛି ଏବଂ ଏହାକୁ ଭୁଲି ହେବନାହିଁ ବୋଲି ସଂଘ ପ୍ରମୁଖ ମୋହନ ଭାଗବତ ଭାରତକୁ ପୁଣି ଥରେ ବିଭାଜନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି କରିଛନ୍ତି । ସେ କହିଛନ୍ତି, ଦେଶ ଆଉ ବିଭାଜିତ ହେବ ନାହିଁ । ନୋଏଡାରେ କୃଷ୍ଣାନନ୍ଦ
Read More...

ଡାଙ୍ଗବାହାଲରେ ବିଜେଡ଼ିର ମିଶ୍ରଣ ପର୍ବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶ ପ୍ରତି ଆକୃଷ୍ଟ ହୋଇ ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ରଖି ପାଟଣାଗଡ ବ୍ଲକ
Read More...

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାରେ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଗତ ୧୭ ତାରିଖ ବରଗଡ଼ ଓସ୍ୱାନ ହଲ୍‌ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ ୫ଟି ସଚିବ ଭି କେ
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ଜଣ ପୂର୍ବଛାତ୍ରଙ୍କ ଉଦ୍ଦେଶ୍ୟରେ କଲେଜରେ ଶୋକସଭା ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡ଼ାସିଂହାର ୩ଜଣ ପୂର୍ବତନ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଯାହାଫଳରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।
Read More...

ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ଗତ ବୁଧବାର ଦିବା ୨ ଘଣ୍ଟା ସମୟରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ତାଙ୍କ ମୃତ୍ୟୁ ବେଳକୁ ୯୫ ବର୍ଷ ହେଉଥିଲା । ସୂଚନା ଅନୁସାରେ ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬
Read More...

ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଭବାନୀପାଟଣା ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡିଏପିଟିଏ ଓ ନାବାର୍ଡ ସହାୟତରେ ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲଙ୍କୁ ମହିଳା ଚାଷୀଙ୍କ ନିମନ୍ତେ ଚାଷ ପ୍ରଣାଳୀରେ ନିଜକୁ ସ୍ୱାବଲମ୍ବୀ କରିବା ଭୂମିକାକୁ ନେଇ ଓଡିଶା
Read More...