Daily Archives

ଭୋଟର ସଚେତନା ଓ ସମ୍ବିଧାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହାବିଦ୍ୟାଳୟ ଐତିହ କକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯିବା ସହିତ ଡେଲାଂଗ ପଂଚାୟତ ସମିତି ପକ୍ଷରୁ ଭୋଟର ସଚେତନତା ଅଭିଯାନ
Read More...

ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଆମ ଐତିହ୍ୟ ସୁରକ୍ଷାରେ ପରିବେଶ ସୁରକ୍ଷା ସଂକଳ୍ପ ପତ୍ରକୁ ବେନୁପଡା ଗାଦିବ୍ରହ୍ମ ପୀଠର ମଠ୍ୱାଧୀଶ ମହନ୍ତ ମହାରାଜ ଦାସରଥୀ ଦାସ, ବାବାଜି କାଳୁଚରଣ ଦାସ
Read More...

ରାଜ୍ୟ ସରକାରଙ୍କୁ ବିଜେପି କୃଷକ ମୋର୍ଚ୍ଚାର ତାଗିଦ : ମଣ୍ତିରେ ମଲର୍ସର ରାଜୁତି ବନ୍ଦ କର, ଚାଷୀଙ୍କୁ ସର୍ବନିମ୍ନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଧାନ କିଣା ବିକାର ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ମଣ୍ତିମାନଙ୍କରେ ମିଲର୍ସର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ବିଣ୍ଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ
Read More...

ଡେଲାଙ୍ଗରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଓ ମିଶନ ଶକ୍ତି ମହିଳା ମହାସଂଘ ଆନୁକୂଲ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଶିଶୁ ପାଇଁ ଦିନଟିଏ ଶୀର୍ଷକରେ ଆଲୋଚନା ଚକ୍ର ବୁଧବାର ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସଭାଗୃହରେ ଅନୁଷ୍ଟିତ
Read More...

୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଓ ବାନ୍ଦୁପାଲି ଗ୍ରାମର ୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନାରେ ସାମିଲ୍‌ ହୋଇ ଘରଡିହ ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା କର୍ମୀଙ୍କ ଆକ୍ରମଣ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଗତକାଲି ଗୁରୁବାର ଅପରାହ୍ନରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା କର୍ମୀଙ୍କ ଦ୍ୱାରା ସ୍ଥାନୀୟ ଦୁଇ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ଲୋକଲୋଚନକୁ ଆସିଛି । ସୂଚନା ଅନୁସାରେ ସାମ୍ବାଦିକ ବିକାଶ କୁମାର ସାହୁ (ସମ୍ବାଦ) ଓ ଜ୍ୟୋତିରଞ୍ଜନ ସାହୁ
Read More...

ଆନ୍ତର୍ଜାତିକ ‘ମହିଳା ବିରୁଦ୍ଧରେ ହିଂସା’ ଦିବସ ୨୦୨୧ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ନେସ୍‌ନାଲ୍‌ ପିସ୍‌ ୟୁନିସନ ଦ୍ୱାରା ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ମାଧ୍ୟମରେ ଅନ୍ତର୍ଜାତୀୟ ‘ମହିଳା ବିରୁଦ୍ଧରେ
Read More...

ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହେଲା ରେଳଲାଇନ କଡରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ ଅଳିଆ ଗଦାରେ ଫିଙ୍ଗି ଦେବା ଭଳି ଏକ ଖବର ଏବେ ପୁଣି ସମନାକୁ ଆସିଛି । ଗତ କାଲି ରାତି ୧୨ ଟା ସମୟରେ ସୁଦପଡା ଫାଟକ ଓଭର ବ୍ରିଜ କଡ଼ରେ ଗୋଟିଏ ପେଟି ଭିତରେ ନବଜାତ ଶିଶୁଟିଏ ପଡିଥିବା ଦେଖିଥିଲେ କିଛି ଲୋକ । ଏନେଇ ପୋଲିସକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୩ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ
Read More...

ଛତ୍ରପୁର ସହରକୁ ଖୁବଶୀଘ୍ର ମ୍ୟୁନିସିପାଲିଟି ଘୋଷଣା ନିମନ୍ତେ ବିଜୁ ଆଇନ ସାମ୍ମୁଖ୍ୟର ସ୍ୱତନ୍ତ୍ର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଓ ଆଖପାଖ ଅଂଚଳର ପାରିପାର୍ଶ୍ଵିକ ବିକାଶ ଏବଂ ଅଂଚଳବାସୀଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ଅଣ୍ଟା ଭିଡିଛି । ଏନେଇ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ
Read More...