Daily Archives

ପ୍ରଧାନମନ୍ତ୍ରୀ ନଭେମ୍ବର ୨୦ ଓ ୨୧ରେ ଲକ୍ଷ୍ନୌରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ

ଲକ୍ଷ୍ନୌ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ୟ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି
Read More...

ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ତହସିଲଦାରଙ୍କୁ ୮ଦଫା ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସମସ୍ତ ଗାଁକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଦାବୀକୁ ନେଇ ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
Read More...

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଇ-ଜାତୀୟ ସହାୟତାକୁ ନେଇ ସଚେତନତା ସଭା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରାଠାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଜାତୀୟ ସହାୟତା ଓ ସୁରକ୍ଷା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ଷେତ୍ର ଅଧିକାରୀ ଲିଙ୍ଗରାଜ ନଗ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ
Read More...

ଗ୍ଲୋବାଲ୍ ଇନୋଭେସନ୍ ସମ୍ମିଳନୀ ୨୦୨୧ର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ମନସୁଖ ଭାଇ, ଭାରତୀୟ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସର ସଭାପତି ସମୀର ମେହେଟ୍ଟା, କ୍ୟାଡିଲା ହେଲଥ କେୟାର ଲିମିଟେଡର ଚେୟାରମ୍ୟାନ୍ ଶ୍ରୀ ପଙ୍କଜ ପଟେଲ ଓ ବିଶିଷ୍ଟ ଅଂଶଗ୍ରହଣକାରୀମାନେ । ପ୍ରଥମେ, ମୁଁ ଏହି ଗ୍ଲୋବାଲ୍ ଇନୋଭେସନ୍
Read More...

ବିବିନା ଗ୍ରାମରେ ଅଭିମୁଖିକରଣ ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିମୁଖିକରଣ ତାଲିମ ଶିବିର ଓ କାଳିଆ ଯୋଜନାରେ ଭୂମିହୀନ କୃଷକମାନଙ୍କ ଜୀବିକା ଚୟନ ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି
Read More...

ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ : ଅନ୍ୟଜଣେ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି, ଅନ୍ୟଜଣେ ମହିଳାଙ୍କ ପୁତ୍ର ଗୁରୁତ୍ତର ଅଛନ୍ତି ବୋଲି ଜଣାଯାଇଛି । ମୃତକ ଜଣକ ବରିଷ୍ଟ
Read More...

ମୁରିବାହଲ ବ୍ଲକରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଠନ ଦିବସ ପାଳିତ

ମୁରିବାହଲ, (କେପିଏନ୍‌ଏସ୍‌) : ମୁରିବାହଲ ବ୍ଲକ ଅନ୍ତର୍ଗତ ଟଟୋପଡ଼ା ଗ୍ରାମରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ, ବଲାଙ୍ଗିର ବୋର୍ଡ ଓ ଗ୍ରାମର ବାପୁଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଗଠନ ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ସୁକାନ୍ତ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍‌ଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଫୁଲବାଣୀ ଗସ୍ତକୁ ନେଇ ବିଜେଡିର ବୈଠକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୨୨ ତାରିଖରେ ଫୁଲବାଣୀ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଫୁଲବାଣୀ ଆସିବେ । ହେଲିକପ୍ଟର ଯୋଗେ ଆସି ଫୁଲବାଣୀ
Read More...

ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତ

ନୂଆପଡା, (ନିରାକାର ମେହେର) : ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦିବ୍ୟ ଶଙ୍କର ମିଶ୍ର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନୂଆପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ଓ
Read More...