Daily Archives

ବିବାଦ ମଧ୍ୟରେ ଅନ୍‌ଲାଇନ୍‌ ବୈଠକରେ ଆମେରିକା ଏବଂ ଚୀନ୍‌ର ରାଷ୍ଟ୍ରପତି ଦୁହେଁ ମୁହାଁମୁହିଁ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ଅନଲାଇନ୍ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଆମେରିକା ଏବଂ ଚୀନ୍ ମଧ୍ୟରେ ବର୍ତ୍ତମାନର ତିକ୍ତ ସମ୍ପର୍କର ପୃଷ୍ଠଭୂମିରେ ଦୁଇ
Read More...

ଗତ ୨୪ ଘଂଟାରେ ୨୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୬୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଜାକିର ନାଇକଙ୍କ ‘ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ’ ଉପରେ କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ପ୍ରତିବନ୍ଧକ…

ନୂଆଦିଲ୍ଲୀ : ଇସଲାମିକ୍ ପ୍ରଚାରକ ଜାକିର ନାଇକଙ୍କ ନେତୃତ୍ୱରେ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସୋମବାର କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ବଢ଼ାଇ ଦେଇଛନ୍ତି । ନାଇକ ବର୍ତ୍ତମାନ ମାଲେସିଆରେ ରୁହନ୍ତି । ଆଇଆରଏଫକୁ ପ୍ରଥମେ ୧୭ ନଭେମ୍ବର ୨୦୧୬
Read More...

ଆଜି ଜାତୀୟ ପ୍ରେସ୍‌ ଦିବସ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ପ୍ରେସ୍‌ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଦେଶର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତୀୟ ପ୍ରେସ୍‌ ଦ୍ୱାରା ପରିବେଷଣ ହେଉଥିବା ଖବରର ମାନ ବଜାୟ
Read More...

ନନ୍ଦନକାନନରେ ଆଜିଠାରୁ ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି । ଆଜିଠାରୁ ଟୟ ଟ୍ରେନ୍ ଚାଲିବା ସୂଚନା ମିଳିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦ଟାରୁ ଟୟ
Read More...

ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ମାଣ୍ଡିଆ ପଦରଠାରେ ଜୟ ମା' ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ ରୟାଲ ଷ୍ଟାର ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚକୁ ଶୁଭାରମ୍ଭ କରିଥିଲେ ଲୋଇସିଂହା ବ୍ଲକ
Read More...

ଜଙ୍ଗଲ ମଧ୍ୟରୁ ଗଳିତ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମଗାଁ ଗ୍ରାମ ଜଙ୍ଗଲରୁ ଗତକାଲି ସକାଳୁ ଏକ ଗଳିତ ଶବ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଶବଟି ପ୍ରାୟ ଆଠ ଦିନ ତଳର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଲେ କମଗାଁ ଗ୍ରାମର
Read More...

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୧ ଆୟୋଜିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କବଳରୁ କିଛି ମାତ୍ରାରେ ଆଶ୍ୱସ୍ତ ମିଳିଥିବାରୁ ସରକାରଙ୍କ ନିର୍ଦ୍ଦେଶ
Read More...