Daily Archives

କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ 'ବାଇଶି ପାହାଚ' ସ୍ଥାନୀୟ ସାମ୍ବାଦିକ ଭବନରେ ଉନ୍ମୋଚିତ ହୋଇଯାଇଛି । ବରେଣ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ, 'ରଚନା'ର ସଭାପତି ସନାତନ ଠାକୁର ଓ କବି
Read More...

ବିବିନା ପେଟ୍ରୋଲ ପମ୍ପ ନିକଟରେ ଗଛକୁ ପିଟିଲା ଟ୍ରକ : ଗୁରୁତର ଅବସ୍ଥାରେ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନିକଟ ବିବିନା ପେଟ୍ରୋଲ ପମ୍ପଠାରେ ଗଛକୁ ପିଟିଲା ଟ୍ରକ । ସୂଚନା ମତେ ଟ୍ରକ ଗାଡିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ରହିଥିବା
Read More...

ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଉପଲେକ୍ଷ ପଦ୍ମପୁର ଆଇନ ସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ଆଇନ ସଚେତନତା ରେଲି ଅନୁଷ୍ଠିତ ହୋଇଥିଲା । ସବଜଜ୍‌ ଅଭିନନ୍ଦିତା ପଣ୍ତା, ପଦ୍ମପୁର ଏସଡିଜେଏମ୍‌ ବିଡିଡି ଚନ୍ଦନା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି
Read More...

ପାଇକମାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭେଙ୍ଗରାଜପୁର ଆଶ୍ରମ ବିଦ୍ୟାଳୟଠାରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ
Read More...

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ଘଟଣା ସ୍ଥଳରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ବରଗଡ଼ ଗଣପତି ହୋଟେଲ ପଛପଟେ ନୂଆଖୁଳିରେ ରହୁଥିବା ଆୟୁଷ ଅଗ୍ରୱାଲ (୨୨),
Read More...

କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀ ଜୟନ୍ତି ଅବସରରେ ‘କୋସଲି ଦିନ’ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ଦ୍ୱାରା ପାଟଣାଗଡ ନିକଟ କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀଠାରେ କୋସଲ ବ୍ୟାସ ନିଳମାଧବ ପାଣିଗ୍ରାହୀଙ୍କ ଜନ୍ମଦିନକୁ 'କୋସଲି ଦିନ' ଭାବରେ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଲ କବିଙ୍କର ସାହିତ୍ୟ
Read More...

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ପାଠ୍ୟଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ଏକ ପାଠ୍ୟଚକ୍ର ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାଠ୍ୟଚକ୍ରର ବିଷୟ ଥିଲା 'ଭାରତୀୟ ଅର୍ଥନୀତି' ବିଭାଗୀୟ ମୁଖ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ
Read More...

ସଂସ୍କୃତି ମନ୍ତ୍ରୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ଅତିଥି ଭବନରେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କୁ ଅଶୋକ କୁମାର ବହିଦାର, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା, ଅଶ୍ବିନୀ ପଟେଲ ଓ ଗୋପବନ୍ଧୁ ଶିକା ସୌଜନ୍ୟ ମୂଳକ ଭାବେ
Read More...

ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ କଟାପାଲି ଗ୍ରାମରେ ଆଜି ଏକ ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରଟି ନାରାୟଣ ସେବା ସଂଘ ଓ ବରିଷ୍ଠ ନାଗରିକ ସେବା ସଂଘକଟାପାଲିର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ଟାଟା ମେମୋରିଆଲ
Read More...

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା ।
Read More...