Daily Archives

ଗ୍ରାମ୍ୟଦେବୀଙ୍କ ଜମି ହଡପ ମାମଲା : ସଂପୃକ୍ତ ଅଫିସରଙ୍କ ବିରୋଧରେ ୪୨୦ ମାମଲା ରୁଜୁ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ଗ୍ରାମ୍ୟଦେବୀ ମା' ସମଲେଶ୍ୱରୀ ମନ୍ଦିର ଜମି ହଡପ କେଲେଙ୍କାରୀରେ ସଂପୃକ୍ତ ଥିବା ଆମୂଲ୍ୟ ଚୂଳ ସମସ୍ତ ଅଫିସରଙ୍କ ବିରୋଧରେ ପ୍ରଥମେ ୪୨୦ ମାମଲା ରୁଜୁ କରାଯିବା ସହ ଜମି ହଡପ ନେଇ ବରଗଡ଼ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବରଗଡ଼
Read More...

ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କାର୍ଯ୍ୟାଳୟର ସପ୍ଲାଏ ଇନ୍ସପେକ୍ଟର ନଳିନୀକାନ୍ତ ପାଲ(୪୫)ଙ୍କ ଗତ ରାତି ୭ଟା ସମୟରେ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୟୁରଭଂଜ ଜିଲ୍ଲାର ମୂଳ ବାସିନ୍ଦା ସପ୍ଲାଏ
Read More...

ବିଜେପି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ଜିଲ୍ଲା ଟିମ୍‌କୁ ରାତି ଅଧିଆ ଗିରଫ କଲା ବିଜେପୁର ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ରାତିରେ ଶୋଇଥିବା ସମୟରେ ରାତ୍ରି ଅଧିଆ ଘରୁ ଉଠାଇ ନେଇ ଗଲା ବିଜେପୁର ପୋଲିସ । ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ କୃଷକ ମୋର୍ଚ୍ଚା
Read More...