ନିଖୋଜ ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
କଟକ : ମୁଣ୍ଡଳୀ ଠାରେ ଗତକାଲି ଦନ୍ତା ହାତୀ ଉଦ୍ଧାରରେ ନିୟୋଜିତ ହୋଇଥିବା ବୋଟ ଓଲଟିପଡିବାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଓଡ୍ରାଫ କର୍ମଚାରୀ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
!-->!-->!-->…
Read More...
Read More...