Daily Archives

ଇମ୍ପିରିୟଲ କଲେଜରେ ସୁପର ସ୍କୋଲାର ୪.୦ : ସମ୍ବର୍ଦ୍ଧିତ ହେଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜରେ ସୁପର ସ୍କୋଲାର ୪.୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ଓଡିଶା ଏବଂ କେନ୍ଦ୍ରିୟ ବୋର୍ଡର ଯୁକ୍ତ ଦୁଇ କଳା, ବିଜ୍ଞାନ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More...

କାଲିପଲ୍ଲୀ ସ୍କୁଲରେ କୋଭିଡ ଯୋଦ୍ଧା ସମ୍ମାନୀତ କାର୍ଯ୍ୟକ୍ରମ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କାଲିପଲ୍ଲୀ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ଯୋଦ୍ଧା ସମ୍ମାନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ
Read More...

ଯମୁନା କନ୍ଧୁଣୀ ବାଳିକା ସ୍କୁଲରେ ସାଇନିଙ୍ଗ ଷ୍ଟାର୍ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ "ସ୍କୁଲ ସାଇନିଙ୍ଗ ଷ୍ଟାର୍" ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ
Read More...

ମୂଲ୍ୟ ବୃଦ୍ଧିକୁ ନେଇ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟଧିକ ଲାଭ ପାଇବା ଆଶାରେ ଅସାଧୁ ବ୍ୟବସାୟୀ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟର ଷ୍ଟିକର ଲଗାଇ ବିକ୍ରିକରି ଧରାପଡି ଦଣ୍ତିତ ହେବା ଭଳି ଖବର ଇସ୍ପାତ ମାର୍କେଟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାରୁ ପ୍ରକାଶ ଯେ, ଜନୈକ ଶର୍ମା
Read More...

ଜେ.କେ. ଜୁନିଅର କଲେଜରେ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ସ୍ଥାନୀୟ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିଅର କଲେଜ)ରେ ୫୩ତମ ରାଷ୍ଟ୍ରୀୟ ସେବା ଯୋଜନା ଦିବସ ଅଦ୍ୟ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଟାଟା କମ୍ୟୁନିକେସନ୍‌ର ସହଯୋଗରେ ‘ସଂଜୀବନୀ’ ରିଲିଫ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗର ପ୍ରଭାବ ଧୀରେ ଧୀରେ କମ୍ ହେଉଥିଲେ ବି ବର୍ତ୍ତମାନ ଗ୍ରାମାଞ୍ଚଳର ଗରିବ ଲୋକ ମାନେ ପୂର୍ଣ୍ଣମାତ୍ରାରେ ଜୀବିକା ଉପାର୍ଜନ କରିବାରେ ସମର୍ଥ ହୋଇ ପାରି ନାହାନ୍ତି । ଗ୍ରାମାଞ୍ଚଳର ଅତି ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ,
Read More...

ସେଞ୍ଚୁରିଅନରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଦୁଇଦିନ ବ୍ୟାପି ବିଶ୍ୱ ଫାର୍ମାସିଷ୍ଟ ଦିବସ ସେଞ୍ଚୁରିଅନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ
Read More...

ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ଠାରେ ଗତକାଲି ଦନ୍ତା ହାତୀ ଉଦ୍ଧାରରେ ନିୟୋଜିତ ହୋଇଥିବା ବୋଟ ଓଲଟିପଡିବାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଓଡ୍ରାଫ କର୍ମଚାରୀ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍‌ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Read More...

ଗତ ୨୪ ଘଂଟାରେ ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୩୦ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୯ ଜଣ ଆଂଚଳିକ
Read More...

ଯୁବ ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଗଣନା କରାଯାଇଛି । ତାଙ୍କ ଅମର
Read More...