Daily Archives

ଟାଉନ ଥାନାରେ ଯୁବକଙ୍କ ସଂଦେହ ଜନକ ମୃତ୍ୟୁ : ସହରରେ ଉତ୍ତେଜନା ସୃଷ୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତିରେ ବରଗଡ଼ ଟାଉନ ପୋଲିସ ଏକ ପୁରୁଣା ଗଣ୍ଡଗୋଳ କେସ୍‌ରେ ଜନୈକ ଯୁବକଙ୍କୁ ଦିନଟିଏ ପାଇଁ ଆଣିବା ପରେ ଥାନାରେ ଥିବା ଉକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବରଗଡ଼ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ
Read More...

ବାତ୍ୟା ଗୁଲାବ ଧିରେ ଧିରେ ଅବପାତର ରୂପ ଧାରଣ କରୁଛି

ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ସରକାରୀ ଛୁଟି ବାତିଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରଶାସନ ସରକାରୀ ଛୁଟି ବାତିଲ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଧିରେ ଧିରେ ସ୍ଥଳଭାଗ ଆଡ଼କୁ
Read More...

୨୯୬ କେଜି ଗଞ୍ଜେଇ ଜବତ ସହ ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ପାଟଣାଗଡ଼ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୁତ୍ରରୁ ମିଳିଥିଲା । ସୂଜନା ଅନୁସାରେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ
Read More...

ମନେ ରହିବେ ଅରିନ୍ଦମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ । କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ ପାଇଁ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ । କେବଳ
Read More...

ତୁରେକେଲା ବ୍ଲକର ଉପାନ୍ତ ମାଓ ଅଂଚଳରେ ବି.ଏସ.କେ.ୱାଇ କାର୍ଡ ବଂଟନ

ବଡବାଙ୍କି -୨୩୮୧, ଘୁନେଶ -୧୭୩୨ ସହ ହିଆଁଲ ୨୨୫୧ ସହ ତୁରେକେଲା ବ୍ଲକର ୨୯,୨୧୨ ଜଣ ହିତାଧିକାରୀଙ୍କୁ ମିଳିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ କଂଟାବାଂଜି, (ମନିଶ କୁମାର ହଂସ) : ଓଡିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଗତ ୨୨ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ
Read More...

ଅସହାୟ ଶବକୁ ଚାରି କାନ୍ଧ ଦେଇ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ମଣିଷକୁ କେତେବେଳେ ଅନ୍ଧ କରିଦିଏ ତ କେତେବେଳେ ଭବିଷ୍ୟତ ଉଜ୍ଜ୍ୱଳ କରିଦିଏ ତ କେତେବେଳେ ଚରମ ସୀମା ଉଲଂଘନ କରିଦିଏ । କେତେବେଳେ ପ୍ରେମ ଜୀବନ ଦେବାରେ ମଧ୍ୟ ପଛ ଘୁଞ୍ଚା ଦିଏନି । ପ୍ରେମ ଚିରନ୍ତନ ପ୍ରେମ ଶାଶ୍ୱତ । ପୁଅ ଝିଅ ପ୍ରେମ କରି ବେଳେବେଳେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ ପୌରାଞ୍ଚଳ ୱାର୍ଡ ନଂ. ୫ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ରାଜ୍ୟ ମହିଳା ମାରୱାଡି ସମିତି ଅଧ୍ୟକ୍ଷ।ଙ୍କୁ ସଇଁନ୍ତଲା ମାରୱାଡି ମହିଳା ଶାଖା ପକ୍ଷରୁ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଗସ୍ତରେ ଆସିଥିବା ରାଜ୍ୟ ମାରୱାଡି ମହିଳା ସମିତିର ଅଧ୍ୟକ୍ଷ। ଲଳିତା ଅଗ୍ରୱାଲ ତାଙ୍କ ଟିମର ସଦସ୍ୟଙ୍କୁ ସଇଁନ୍ତଲା ମାରୱାଡି ମହିଳା ସମିତି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ସଇଁନ୍ତଲା ମାରୱାଡି ମହିଳା ସମିତିର
Read More...

ବିଧାନସଭା ବିଦ୍ୟୁତ ସବ୍ କମିଟିର ବରଗଡ଼ ଜିଲ୍ଲା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗର ସବ୍ କମିଟିର ସଦସ୍ୟ ମାନେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଯୋଗାଣର ନିରୀକ୍ଷଣ କରି ସେଠାରେ ଦେଖା ଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ନିରବିଛିନ୍ନ ଭାବେ ବିଦ୍ୟୁତ ସେବା
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଅବସ୍ଥା ଶୋଚନୀୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାମ୍ୟ ଉନ୍ନୟନ ବିଭାଗର ରକ୍ଷଣା ବେକ୍ଷଣର ଅଭାବରୁ ଦାରିଙ୍ଗବାଡ଼ି ଠାରୁ ପର୍ତ୍ତମାହା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଥିବା
Read More...