Daily Archives

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁନ୍ତଲା, ବେଲପଡ଼ା ଓ ପାଟଣାଗଡ଼ରୁ ମୁରିବାହାଲକୁ ସଂଯୋଗ କରୁଥିବା ଧୂମାଭଟା ଚାରିଛକ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣମରୁଡ଼ି ଘୋଷଣା, ସରକାରୀ ବେସରକାରୀ ଛାତ୍ରଛାତ୍ରୀମାନଙ୍କ
Read More...

ଶାଖା ଡାକପାଳ ସାରଥୀ ବେହେରା ଓଡିଶାରେ ସୃଷ୍ଟି କଲେ ନୂଆ ରେକର୍ଡ : ଗୋଟିଏ ଦିନରେ କରପଡା ଗ୍ରାମୀଣ ଶାଖା ଡାକଘରେ ୫୦୩…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ଆହ୍ୱାନ କ୍ରମେ, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ଶ୍ରୀମତୀ କିରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଉପଡାକଘର ଅନ୍ତର୍ଗତ କରପଡା ଶାଖା ଡାକଘରର ବ୍ରାଞ୍ଚ ପୋଷ୍ଟ ମାଷ୍ଟର
Read More...

ଭଞ୍ଜନଗର କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

୮୪ ଗୋଟି ମାମଲାର ବିଚାର : ୧କୋଟି ୨ଲକ୍ଷ ୪୯ ହଜାର ୯୭୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ପରିସରରେ ରବିବାର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୪ ଗୋଟି
Read More...

ଆଜି ଟିଟିଲାଗଡ଼କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତକୁ ନେଇ ୨୦ ଜଣ କଂଗ୍ରେସ କର୍ମୀ ଥାନାରେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରୁଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସୁବ୍ରତ
Read More...

ପାଟଣାଗଡ଼ ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ଼ ଆସିବା କାର୍ଯ୍ୟକ୍ରମ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଦଫା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଧାରଣାର କାର୍ଯ୍ୟକ୍ରମ ଥିଲା, ଯାହାକି ଆରମ୍ଭ ହେବା ପୂର୍ବରୁ ପାଟଣାଗଡ଼
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ବିଶ୍ୱ ଆଲ୍ ଜାଇମର୍ସ ଦିବସ ପାଳିତ

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଆଲ୍‌ ଜାଇମର୍ସ ଦିବସ ଗତକାଲି ପାଳନ କରାଯାଇଛି । ଏହି ରୋଗ ସ୍ମରଣଶକ୍ତି ହ୍ରାସ କରିବା ସହ ମଣିଷର ଚିନ୍ତାଶକ୍ତିକୁ ଏପରି ପ୍ରଭାବିତ କରିଥାଏ ଯେ,
Read More...

ଭଞ୍ଜନଗର ଡହ ଜଳଭଣ୍ଡାରରେ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ନଦୀ, ନାଳ ଓ ଜଳ ଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଭଞ୍ଜନଗର ନିକଟ ଡହ ଜଳ ଭଣ୍ଡାରରେ
Read More...

ଗତ ୨୪ ଘଂଟାରେ ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୨୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୦ ଜଣ ଆଂଚଳିକ
Read More...

ପ୍ରସ୍ତାବିତ ଉଦନ୍ତୀ ବ୍ୟାରେଜ ପାଇଁ ଗୋର୍ଲାରେ ମହାସଭା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପାତିଆଲପଡାରେ ଅପର ଉଦନ୍ତୀ ବ୍ୟାରେଜ ନିର୍ମାଣ ପ୍ରସ୍ତାବିତ ଅଛି । ଏନେଇ ସୋମବାର ଗୋର୍ଲା ପଂଚାୟତ କାର୍ଯ୍ୟାଳୟରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଯାଇଛି । ଏଥିରେ ଅଞ୍ଚଳର
Read More...

ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ପାଇଁ ସଜେଇ ହୋଇଛି ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆସୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୦ଟା ୧୫ମି.ରେ ପାଦଦେବେ ବଲାଙ୍ଗିର ଜିଲ୍ଲାରେ । ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବା ପାଇଁ ସଜେଇ ହୋଇଛି ବଲାଙ୍ଗିର ସହର ସମେତ ଟିଟିଲାଗଡ଼ ତଥା ପାଟଣାଗଡ଼ ସହର । ବହୁ
Read More...