Daily Archives

ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୬ ତାରିଖ ହେବାକୁ ଥିବା ନବରାତ୍ର ପୂଜା ନିରାଡମ୍ବର ଭାବରେ ପାଳନ କରାଯିବାକୁ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଇଁନ୍ତଲା ବ୍ଳକରେ ପ୍ରସ୍ତୁତି, ବିଭିନ୍ନ କର୍ମଚାରୀଙ୍କୁ ନେଇ ବ୍ଳକ ପ୍ରଶାସନର ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼, ବଲାଙ୍ଗିର, ପାଟଣାଗଡ଼ ଗସ୍ତ କରିବେ ବୋଲି ସୂଚନା ରହିଥିବା ବେଳେ ପ୍ରଶାସନ ଓ ବିଜେଡି ନେତା ମାନଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତକୁ ନେଇ ମନ୍ତ୍ରୀ, ବିଧାୟକଙ୍କ ସ୍ଥିତି ଅନୁଧ୍ୟାନ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼କୁ ଗସ୍ତକୁ ନେଇ ଏବେ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ତେବେ ଗସ୍ତ ପୂର୍ବରୁ ବିଜୁ ଜନତାର ସାଙ୍ଗଠନିକ ସମ୍ପାଦକ ବବି ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ଓଡ଼ିଶା ଶିଶୁ
Read More...

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଶେଷ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ବଲାଙ୍ଗିର ପୌରାଞ୍ଚଳର ସମସ୍ତ ୱାର୍ଡ ମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
Read More...

ଦୀପାଙ୍କ ପ୍ରୟାସରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତର କେଲଗାଁରୁ ଗୋଧନେଶ୍ୱର ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିଲା । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧପ୍ରାପ୍ତ ହେଉଥିଲା । ସୂଚନା ଅନୁସାରେ ଉକ୍ତ ରାସ୍ତା ଦେଇ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟଣାଗଡ ଗସ୍ତକୁ ନେଇ ବିଜେଡି ନେତାଙ୍କ ସମୀକ୍ଷା

ପାଟଣାଗଡ, (କେପିଏନ୍‌ଏସ୍‌) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ବିଭିନ୍ନ ପ୍ରକଳ୍ପର
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ଗସ୍ତ : ପୁଲିସ ବିଭାଗର ଜୋର୍‌ଦାର୍‌ ପ୍ରସ୍ତୁତି

ପାଟଣାଗଡ, (କେପିଏନ୍‌ଏସ୍‌) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ ଗସ୍ତରେ ଆସିବେ । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ
Read More...

ପଞ୍ଚସଖା ସ୍ମାଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଅକ୍ଟୋବର ୨ରେ ଉଦ୍‌ଘାଟନ, ଦିନ ରାତି ଚାଲିଛି କାମ କଳାହାଣ୍ଡି, (ପି. କେ .ସାହୁ) : କଳାହାଣ୍ଡି ଜିଲ୍ଲାରେ ମୋଟ ୩୬ ଗୋଟି ସ୍ମାଟ ସ୍କୁଲ ମଧ୍ୟରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ୨୬ ଗୋଟି ଓ ନଭେମ୍ବର ୧୪ରେ ୧୦ ଗୋଟି ସ୍ମାଟସ୍କୁଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପାଇଁ
Read More...

ଟିଟିଲାଗଡ଼ବାସୀଙ୍କ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିଟିଲାଗଡ଼ ଗସ୍ତକୁ ନେଇ ତୀବ୍ର ବିରୋଧ ହେବ –…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗାଁ ବିକାଶ କରୁଥିବା ଡିମ ଡିମ ପିଟୁଥିବା ବେଳେ ଗାଁ ଠୁ ଆରମ୍ଭ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ସମାଧାନ କରୁଥିବା ସ୍ଥାନୀୟ ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଭାଷଣ ମାରୁଥିବା ମଧ୍ୟ ଦେଖିବାକୁ
Read More...

ପାଇକମାଲ ହାଇସ୍କୁଲରେ ଅବିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ହାଇସ୍କୁଲ ପରିସରରେ ଅବିଭାବକମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ମୁଖ୍ୟତଃ ଅବିଭାବକମାନଙ୍କୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ
Read More...