Daily Archives

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟିଟିଲାଗଡକୁ ଜିଲ୍ଲା ଦାବୀ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଗାମୀ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ରହିଛି । ତେବେ ଟିଟିଲାଗଡ଼ର ସବୁଠାରୁ ପୁରଣା ଦାବୀ " ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା" ବର୍ତ୍ତମାନ ସକ୍ରିୟ ହୋଇଛି । ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀ
Read More...

ପ୍ରାପ୍ୟ ଟଙ୍କା ମାଗିଲେ ମାର୍ଫତଦାରଙ୍କ ଠାରୁ ମିଳୁଛି ଧମକ : ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି କପା ଚାଷୀଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : କଲାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର କିଛି କପା ଚାଷୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାଧାରମଣ ଜିନିଙ୍ଗ ମିଲରକୁ ତିନି
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବୀ ଜଣାଇଲେ ଭାଜପା ବରଗଡ଼ ଜିଲ୍ଲା ସଭାପତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଆଜି ଭାଜପା ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଭେଟି ବରଗଡ଼ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଏକ ଦାବୀପତ୍ର ପ୍ରଦାନ
Read More...

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ପରିବାରର ନୂଆଁଖାଇ ଭେଟଘାଟ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି, ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ଆନୁକୂଲ୍ୟରେ ସ୍ଥାନୀୟ ହରଗୌରୀ ମନ୍ଦିର ପରିସରରେ ୨୦୨୧ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସୌନ୍ଦର୍ଯ୍ୟକରଣ କମିଟି ସଭାପତି ଚନ୍ଦ୍ରଶେଖର ବେହେରାଙ୍କ ସଭାପତିତ୍ୱରେ ସଭା
Read More...

ଗୋଷ୍ଠୀ ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗୋଷ୍ଠୀ ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ମଧ୍ୟ ବବିତା ମିଶ୍ରଙ୍କୁ ଏହି ପଦବୀ ପାଇଁ ସୁଯୋଗ ନଦେଇ ଟଙ୍କା ନେଇ ଅନ୍ୟ ଜଣକୁ ନିଯୁକ୍ତି ଦେଇଥିବା ବବିତା
Read More...

ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ : ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସର ଗଣ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକାଶ ଧାରାରେ ବଲାଙ୍ଗିରକୁ ଯୋଡିବା ପାଇଁ ଆସନ୍ତା ୨୨ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । କିନ୍ତୁ ଏଯାଏଁ ବଲାଙ୍ଗିରର ସବୁ ପ୍ରମୁଖ ସମସ୍ୟା ଦୀର୍ଘଦିନ ହେଲା ଅସମାହିତ ହୋଇ ପଡି ରହିଛି । ତେବେ, ଆଜି ଜିଲ୍ଲା
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ରୋଗୀଙ୍କ ସହ ହସ୍ପିଟାଲ ଆସି ଉତ୍ସାହିତ ହୋଇ ରକ୍ତଦାନ କଲେ ଆଶାକର୍ମୀ 

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ପ୍ରାୟ ୨ଟାରେ ପୁଇଁନ୍ତଲାଲା ବ୍ଲକ ଜୁନହାପଦରର ଜଣେ କିଡନୀ ରୋଗୀଙ୍କୁ ଡାଇଲେସିସ ପାଇଁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ରୋଗୀଙ୍କୁ ରକ୍ତ ଦରକାର ଥିବା ଖବର ପାଇ ଦେଓଗାଁ ବ୍ଲକର
Read More...

ସଇଁନ୍ତଲାରେ ବୁଲିଲା ସ୍ମାର୍ଟକାର୍ଡ ରଥ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରି ସ୍ମାର୍ଟକାର୍ଡ ବଣ୍ଟନ କରିବେ ଯାହାକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ସଇଁନ୍ତଲା କାର୍ଯ୍ୟାଳୟ ପରିସରରେ ସିଡିପିଓ ସବିତା
Read More...

ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ ପଞ୍ଚାୟତ ଅଧିନରେ ଥିବା ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ତଥା ୟୁବ ସଂଗଠକ ଉମେଶ
Read More...