Daily Archives

ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗର ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ଓ ଜିଲ୍ଲା ରେଡ଼କ୍ରସ ଏବଂ ସ୍କାଉଟର ସହଯୋଗ କ୍ରମେ ସିନାପାଲି ଗୋଷ୍ଠୀ ଶିକ୍ଷାବିଭାଗ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ନିମନ୍ତେ ଗୁରୁବାର ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ବିଳମ୍ବିତ ରାତିରେ ହାତୀ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ହେଉଛି । ଗତ ରାତି
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଲା ମାଟିଘର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଅନେକ ଗାଁ ଗୁଡିକରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାଟି ଘର ଗୁଡ଼ିକ ଭୁଷୁଡି ପଡିଥିବା ସୂଚନା ମିଳିଛି । ଜିଲ୍ଲା ପରିଷଦ ସଭ୍ୟ ପର୍ଶୁଦନ ମାଝିଙ୍କ ସୂଚନା ଅନୁଯାୟୀ ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବାଇବେଲ ଗାଁର ସଜନା ମାଝି
Read More...

ସିପିଏମ୍ ପକ୍ଷରୁ ୧୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ପକ୍ଷରୁ ୧୬ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆସନ୍ନ ମରୁଡି ପ୍ରତିକାର ଏବଂ ତୈଳଦର, ରନ୍ଧନ ଗ୍ୟାସ ଏବଂ
Read More...

ବିଜେଡି ଯୁବ ଟାଣୁଆ ନେତା ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁବ ବିଜେଡି ନେତା ବହୁ ଚର୍ଚ୍ଚିତ ପୂର୍ବତନ କାଉନସିଲର ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଦିବସ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗତକାଲି ପାଳିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦର
Read More...

କନ୍ଧମାଳରେ ଫୁଟିଲା ଗୁଳି : ଘରେ ପଶି ଗୁଳି କରି ବ୍ୟବସାୟୀକୁ ହତ୍ୟା ଅଭିଯୋଗ, ତଦନ୍ତ ଅବ୍ୟାହତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ଗ୍ରାମରେ ଗୁରୁବାର ରାତି ୮ଟା ସମୟରେ ନବଘନ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରେ ପଶି ଗୁଳି କରି ହତ୍ୟା ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ପଡ଼ିଶା
Read More...

ମାୟବର୍ହା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ହିଁ ଦକ୍ଷତା ବାର୍ତାକୁ ଅନୁକରଣ କରି ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜୁନିୟର ରେଡକ୍ରସ
Read More...

ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି ଦିବ୍ୟାଙ୍ଗ ନିର୍ମାଣ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିପାଲି ଗ୍ରାମରେ ବାସ କରନ୍ତି ମହାଦେବ ସାହୁ । ସୂଚନା ଅନୁସାରେ ପରିବାର କହିଲେ ବୃଦ୍ଧ ବାପା ମା, ସ୍ତ୍ରୀ ଏବଂ ଦୁଇଟି ପିଲା ବର୍ତ୍ତମାନ ସେ ଅତ୍ୟନ୍ତ ଦୁଃଖରେ
Read More...

ଗୋଡ଼ଭଗା ବଜରଙ୍ଗ ଦଳ ଓ ଯୁବ ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଅଜଣା ମହିଳାଙ୍କୁ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗୋଡ଼ଭଗା ଫାଣ୍ଡି ନିକଟସ୍ଥ ରାସ୍ତା କଡରେ ଏକ ଅଜଣା ମହିଳା ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ବେଳେ ଗୋଡ଼ଭଗା ବଜରଙ୍ଗ ଦଳର ସଦସ୍ୟମାନେ ଉଠେଇ ଆଣି କଲେଜ ସାମ୍ନାର ଏକ ଚା' ଦୋକାନଠାରେ ବସେଇ କିଛି ଖାଇବା ପାଇଁ ଦେଇଥିଲେ । ମହିଳାଙ୍କୁ ତାଙ୍କ
Read More...

ଗତ ୨୪ ଘଂଟାରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୬ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୦୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୧ ଜଣ ଆଂଚଳିକ
Read More...