Daily Archives

ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ, ସୁବ୍ୟବସ୍ଥା ପାଇଁ ଯୁବଗୋଷ୍ଠୀଙ୍କ ଦାବୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ ହୋଇ ରହିଛି । ଗ୍ରାମର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ଲୋକେ ଯାତାୟାତ ହେଉଛନ୍ତି । ଏହାର ସୁବ୍ୟବସ୍ଥା କରିବାକୁ
Read More...

ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ୱର୍ ୱାର୍ଡ କରଣ ସାହିରୁ ସୁନା ଚେନ୍ ଚୋରି କରିଥିବା ଚୋର ଭାଇକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଥାନା ପୋଲିସ୍ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ସହରର କରଣ ସାହିର ବୁଡୁ ତରାଇ ।
Read More...

ଏବିଭିପି ପକ୍ଷରୁ ଇଞ୍ଜିନିୟରିଂ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ
Read More...

ବସ୍ତି ବସିନ୍ଦାଙ୍କ ଦୁଃଖ ପ୍ରଶାସନ ଶୁଣିବକି ?

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁଥିବା ଗରିବ ବସ୍ତିବସିନ୍ଦାଙ୍କ ଦୁଃଖ କହିବାକୁ ନାହିଁ । ସୂଚନା ଅନୁସାରେ ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାରଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି ।
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପିଡି, ଡିୟୁଡିଏ ଭାବେ ୨୦୦୦ ମସିହା ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏନେଇ ଛତ୍ରପୁର ପ୍ରେସ
Read More...