Daily Archives

ମଧ୍ୟପ୍ରଦେଶ : ଇଞ୍ଜିନିୟରିଂରେ ଶିକ୍ଷା ଦିଆଯିବ ରାମାୟଣ ଏବଂ ମହାଭାରତ, କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା

ଭୋପାଳ : ମଧ୍ୟପ୍ରଦେଶରେ ଇଞ୍ଜିନିୟରିଂ କରୁଥିବା ଛାତ୍ରମାନଙ୍କୁ ବର୍ତ୍ତମାନ ରାମାୟଣ ଏବଂ ମହାଭାରତ ମଧ୍ୟ ପଢ଼ିବାକୁ ପଡିବ । ରାଜ୍ୟ ସରକାର ଏହା ନିଷ୍ପତ୍ତି ନେଇଛନ୍ତି । ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାଲୋଚନା କରିଛି । ଏହି
Read More...

ଅଜଣା ରୋଗରେ ୧୦ରୁ ଅଧିକ ଗାଈ ଗୋରୁ ମୃତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମରେ ବର୍ତ୍ତମାନ ଗୋ-ପାଳନ କରୁଥିବା ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଛି । ଗତ ଦୁଇ ଦିନ ମଧ୍ୟରେ ଗ୍ରାମରେ ଗୋ-ପାଳନ କରୁଥିବା ଚାଷୀମାନଙ୍କ ଗାଇ, ବାଛୁରୀ, ଛଡା, ବଳଦ ମିଶି ୧୦ରୁ
Read More...

ବରଗଡ଼ ମହିଳା ସମିତିର ନୂତନ ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା ସମିତିର ନୂତନ ଗୃହକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସୁରେଶ୍ଵର
Read More...

ପୁଣି ୫ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୩ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୪୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୨ ଜଣ ଆଂଚଳିକ
Read More...

ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିଥିବା ଘଟଣା : ନାଏବ ସରପଞ୍ଚ ମଜୁରୀ ଟଙ୍କା ଦେବାକୁ ଚୁକ୍ତିନାମା କଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଅଧିକ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା ।
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପାତ୍ରପୁର ବ୍ଲକ୍ ଗସ୍ତ : ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଉଚିତ ମାର୍ଗ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପାତ୍ରପୁର ବ୍ଲକ୍‌ର ଉପାନ୍ତ ଅଞ୍ଚଳ ତୁରୁବୁଡି, ବୁରୁତୋଳ, ବାରିଆ ପଥର ପ୍ରଭୃତି ଅଞ୍ଚଳ ଗସ୍ତ କରି ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ ଦିଗରେ କରାଯାଉଥିବା ଉନ୍ନୟନ କାର୍ଯ୍ୟଧାରା ତଦାରଖ କରିବା
Read More...

ବିଜେପୁର ବିକାଶର ଅସଲ ଚିତ୍ର : ପାଣି ପାଇଁ ଡହକ ବିକଳ ମାଝିପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏହା କୌଣସି ଉପାନ୍ତ ଅଞ୍ଚଳ କିମ୍ବା କୌଣସି ପଛୁଆ ଜିଲ୍ଲାର ଦୃଶ୍ୟ ନୁହେଁ ଏହା ହେଉଛି ବରଗଡ଼ ଜିଲ୍ଲାର ବହୁ ଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ସୂଚନା ଅନୁସାରେ ଏହି ଦୃଶ୍ୟଟି ହେଉଛି ବିଜେପୁର ବ୍ଲକ ଭାଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢୁଛି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବ୍ଲକରେ ପ୍ରବାହିତ ଦୟା ଓ ଲୁଣା ନଦୀରେ ଜଳ ସ୍ତର ବଢ଼ୁଛି । ସୂଚନା ଅନୁସାରେ ନଦୀ ପାଖ କଢିଆ ଜମିରେ ପନିପରିବା ଫସଲ ବୁଡ଼ିଯାଇ ନଷ୍ଟ ହୋଇଯାଇଛି । ତେବେ ନଦୀ ପାଖ ଗ୍ରାମବାସୀ ଭୟ କରିବାର କୌଣସି କାରଣ ନାଁହି
Read More...

ଆଇଆର୍‌ଇ (ଇଣ୍ଡିଆ) ଲିଃ. ତରଫରୁ ହିନ୍ଦୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲଠାରେ ପ୍ରତିଷ୍ଠିତ ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇ(ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଓସକମ୍‌ (ଆଇ.ଆର.ଇ.) ଆନୁକୂଲ୍ୟରେ ହିନ୍ଦୀ ଦିବସ ମଙ୍ଗଳବାର ଅନଲାଇନ ମାଧ୍ୟମରେ ପାଳିତ ହୋଇଛି । ଆଇଆର୍‌ଇର
Read More...

ସହଭାଗୀ ଶିକ୍ଷା ଓ କାର୍ଯ୍ୟରେ ତାଲିମ ଦାତାଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରଙ୍ଗାପଦର ସ୍ଥିତ ସେବାଜଗତର ପ୍ରଶିକ୍ଷଣ କେନ୍ଦ୍ରଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ତିନିଦିନିଆ ତାଲିମ ଦାତାଙ୍କ ପ୍ରଶିକ୍ଷଣ(ଟିଓଟି) ଶିବିରକୁ ଆଇଜିଏସ୍‌ଏସ୍‌ଏସ୍‌ର ଓଡିଶା ରାଜ୍ୟ ସଂଯୋଜକ
Read More...