Daily Archives

ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେକ୍ସ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ +୨ ଏବଂ+୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମ ଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇ ହେଲ୍ପ ଡେକ୍ସର ଆୟୋଜନ କରାଯାଇଥିଲା । ନୂତନ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ର ଛାତ୍ରୀ
Read More...

ପୁରୀ ଏସ୍‌ପିଙ୍କ ଡେଲାଙ୍ଗ ଥାନରେ ନିର୍ବାଚନ ସମୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଏସ୍‌ପି ଡକ୍ଟର କେ. ବିଶାଲ ସିଂ, ଆଇପିଏସ୍‌ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଏସ୍‌ଡିପିଓ, ଡେଲାଙ୍ଗ ତହସିଲଦାର, ବିଡିଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ
Read More...

ଇ-ପତ୍ରିକା ‘ଲେଦା’ ପ୍ରକାଶ ପାଇଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କବିମାନଙ୍କ ଭାବନାରୁ ସୃଷ୍ଟି ହୋଇଥିବା କେତେକ ଲେଖାକୁ ନେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ପ୍ରଥମ ସଂସ୍କରଣ ଭାବେ ଇ-ପତ୍ରିକା ଲେଦା ଆତ୍ମ ପ୍ରକାଶ କରିଛି । ଏହି ପତ୍ରିକା ପ୍ରତି ୪ ମାସରେ ଥରେ ପ୍ରକାଶ ପାଇବ ବୋଲି ଲେଦାର ସମ୍ପାଦକ ନିରଞ୍ଜନ
Read More...

ୟୁରିଆ ସାର ନ ବାଣ୍ଟିବାରୁ ବିଜେପି ଓ ଚାଷୀମାନଙ୍କ ଦ୍ଵାରା ସୁସାଇଟିକୁ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସମବାୟ ସମିତି ୟୁରିଆ ସାର ଆସିବା ଚାରି ଦିନ ହୋଇ ଯାଇଥିଲେ ମଧ୍ୟ ଚାଷୀ ମାନଙ୍କୁ ବଣ୍ଟା ଯାଉନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଶହ ଶହ ଚାଷୀ ସାର ନ ନେଇ ଫେରି ଯାଉଛନ୍ତି । ସାର ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହେଉଛି
Read More...

ବିଜେପୁର ତହସିଲଦାର୍‌ ଭାବେ ଯୋଗଦେବେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିବା ବେଳେ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଆର୍ତ୍ତତ୍ରାଣ ଥାଟ୍ଟିଙ୍କୁ ବିଜେପୁର ତହସିଲ୍‌ଦାର୍‌ ଭାବେ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ଆଦେଶ ଅନୁସାରେ ଆଗାମୀ ଦିନରେ ସେ
Read More...

ପୋଲିସ ହାତରେ ଧରାପଡିଲେ ୪ ଦୁର୍ବୃତ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଦିନକୁ ଦିନ ଚୋରି ଡକାୟତି ଲୁଟ୍‌ ମାର୍‌ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ଠାରେ ଏକ ଛୋଟ ପାନ ଦୋକାନକୁ ୪ ଦୁର୍ବୃତ୍ତ ଲୁଟୁଥିବା ବେଳେ ଅତାବିରା ପୋଲିସ ପହଞ୍ଚି ଧରିବାରେ ସଫଳ ହୋଇଥିଲା । ପ୍ରତେକ ଦିନ ସନ୍ଧ୍ୟା ୮ଟାରେ
Read More...

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷାଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ପାଇଛି ଜେଇଇ ମେନ୍ -୨୦୨୧ ଫଳାଫଳ । ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଥିବା ସୂଜନା ମିଳିଛି । ସୂଚନା ମତେ ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ । ୪ଟି ପର୍ଯ୍ୟାୟରେ
Read More...

ନିଖୋଜ ସୁଧାଂଶୁଙ୍କ ମଳିଲା ଶବ : ଗ୍ରାମରେ ଶୋକାକୁଳ ପରିବେଶ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ନିଖୋଜ ସୁଧାଂଶୁଙ୍କ ଶେଷରେ ଶବ ମିଳିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍‌, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନାର ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ମିନିଟରେ ଶବ ମିଳିଛି ।
Read More...

ଆଗାମୀ ସାଢେ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ, (କେପିଏନ୍‌ଏସ୍‌) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରାଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କ ଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି
Read More...

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ସମାରୋହ ଆୟୋଜନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ସମାରୋହ ୧୪ ତାରିଖ ଦିନ ପାଳନ ଉପଲକ୍ଷେ ପ୍ରାତଃ ୮ଟାରେ ସଂସ୍କୃତି ଭବନ ପରିସରରେ ଥିବା ଅତିବଡ଼ୀ ଜଗନ୍ନାଥ ଦାସଙ୍କ
Read More...