Daily Archives

ପରବାସୀ ସମାଜସେବା ସମ୍ମାନ ୨୦୨୧ରେ ସମ୍ମାନିତ ହେଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ 'ନୂଆଁଖାଇ' ଅବସରରେ 'ପରବାସୀ କୁଟୁମ୍' ବିଜେପୁର ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ରୋଗୀ ସେବା, ଅସହାୟ ବ୍ୟକ୍ତି
Read More...

ଯୁବନେତା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇ ପଦ୍ମପୁରରୁ ବହୁ ସଂଖ୍ୟାରେ ଯୁବକ ମାନେ ବିଜେପିରେ ସାମିଲ ହେବା ପ୍ରକ୍ରିୟା ଚାଲିଛି । ଆଜି ପଦ୍ମପୁର ଅଞ୍ଚଳ ଜଣେ ଯୁବ ନେତା ତଥା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ ହୋଇଛନ୍ତି । ଆଜି
Read More...

ଟିଟିଲାଗଡ଼ ମାଟି ପାଇଁ ଗର୍ବ ସୁଚିସ୍ମିତା, ତାଙ୍କ ନାଚ ଦେଖିଲେ ବିଭୋର୍‌ ହୋଇ ନାଚନ୍ତି ଦର୍ଶକ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କଳା ସଂସ୍କୃତି ତଥା ଲୋକନୃତ୍ୟ, ଲୋକବାଦ୍ୟକୁ ନେଇ ପଶ୍ଚିମ ଓଡିଶାବାସୀ ମନରେ ଅନେକ ଉତ୍ସାହ ଭରି ଦେଇଥାଏ ବଲାଙ୍ଗିର ମାଟି । ଭିନ୍ନ ଭିନ୍ନ କଳାକାରଙ୍କ ପାଖରେ ରହିଛି ଅନେକ ପ୍ରତିଭା । କେଉଁ କଳାକାର ନିଜର ପରିବାର ପୋଷଣ ପାଇଁ ଦର୍ଶକଙ୍କ ଆଗରେ କଳା
Read More...

ଶ୍ରୀମୟୀ ମିଶ୍ର ସ୍ମାର୍ଟ କ୍ଲାସ୍ ରୁମ୍‌ ଉଦ୍‌ଘାଟନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପରାମର୍ଶରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର 'ମୋ ସ୍କୁଲ' କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷ୍ୟ ସ୍କୁଲ ଭାବେ ନିଜେ ପଢ଼ିଥିବା ବଲାଙ୍ଗିର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଏକ ସ୍ମାର୍ଟ କ୍ଲାସ୍ ରୁମକୁ
Read More...

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ ଓ ଇଣ୍ଡିଆ ବୁକ ଅଫ-ରେକର୍ଡରେ ସ୍ଥାନ ପାଇଥିବା ସମ୍ମାନୀତ ଅବସରପ୍ରାପ୍ତ ସୈନିକ ଭୂପେଶ କୁମାର ପଲେଇଙ୍କୁ ଛତ୍ରପୁର ଠାରେ ଆନୁଷ୍ଠାନିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ପ୍ରକାଶ ଥାଉକି
Read More...

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଚାରା ରୋପଣ ସହ ଜନ ସଚେତନତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଦୃତ ସହରୀକରଣ, ଶିଳ୍ପାୟନ ଓ ଜନସଂଖ୍ୟା ବୃଦ୍ଧି ସହ ଆବଶ୍ୟକୀୟ ମନୁଷ୍ୟ ଚାହିଦା ବୃଦ୍ଧି ଯୋଗୁଁ ପରିବେଶ ଦିନକୁ ଦିନ ଦୃତ ଗତିରେ ବିଷାକ୍ତ ହେବାରେ ଲାଗିଛି । ଦିନକୁ ଦିନ ଜୀବଜନ୍ତୁଙ୍କ ସମେତ ପ୍ରାକୃତିକ ପରିବେଶ ମଧ୍ୟ ମରଣମୁହଁକୁ ଠେଲି ହୋଇଯାଉଛି ।
Read More...

ପ୍ରବଳ ବର୍ଷାରେ ଭୁଶୁଡିଲା କୋଠା : ଲାଇବ୍ରେରୀରେ ଥିବା ବହିଗୁଡିକ ନଷ୍ଟ

ବ୍ରହ୍ମପୁର : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବ୍ରହ୍ମପୁର ସହରରେ ଏକ କୋଠା ଭୁଶୁଡି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ
Read More...

ନୂଆଁଖାଇର ମୂଳ ପରମ୍ପରା କେବେ ବଦଳିବ ନାହିଁ : ଲାଇଫ୍‌ରେଚର୍‌ ପକ୍ଷରୁ ନୂଆଁଖାଇର୍‌ ମିଲନ୍‌ କାର୍ଯ୍ୟକ୍ରମ

ଭବାନୀପାଟଣା, (ହେମନ୍ତ ସାହୁ) : ନୂଆଁଖାଇ ସହ ଜଡ଼ିତ ସାଂସ୍କୃତିକ ପରମ୍ପରା ଧୀରେ ଧୀରେ ବଦଳି ଆସୁଛି । ପୂର୍ବରୁ ନୂଆଁଖାଇ ବେଳେ ଆୟୋଜନ ହେଉଥିବା ଘୁମ୍‌ରା, ଢାପ୍‌, ବଜାଶାଲ୍‌, ବନାବାଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବର୍ତ୍ତିତ ହୋଇ ଏବେ ଡିଜେ, ଡିସ୍କୋ, ପାଶ୍ଚାତ୍ୟ ନାଚଗୀତରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ
Read More...

ସାଧାରଣରେ ଚର୍ଚ୍ଚା : ତୁଳସୀନଗରର ମହାରାଣୀ ସାଗର ସର୍‌ପ୍ଲସ୍‌ କେନାଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗରର ମହାରାଣୀ ସାଗର ସରପ୍ଲସ କେନାଲରୁ ରବିବାର ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ସହରରେ । ଶିଶୁଟିକୁ ଲୁଗା ଗୁଡ଼ାଇ ଫିଙ୍ଗା ଯାଇଥିବା ବେଳେ ବର୍ଷାପାଣିରେ ଭାସି ଆସିବା ପରେ ସରପ୍ଲସ
Read More...