Daily Archives

ଭେଣ୍ଡିଙ୍ଗ୍‌ ଜୋନ୍‌ ନେଇ ବଣିକ ସଂଘର ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଣିକ ସଂଘ ପକ୍ଷରୁ ସହରରେ ଭେଣ୍ଡିଙ୍ଗ୍‌ ଜୋନ୍‌ ନିର୍ମାଣ ନେଇ ଏକ ଦାବୀପତ୍ର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାରଙ୍କୁ ବ୍ୟବାସାୟୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।ଦୀର୍ଘଦିନ ହେଲା ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ
Read More...

ବଜ୍ରପାତରେ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ବଜ୍ରପାତରେ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚାନାନୁଯାୟୀ ସନ୍ଧ୍ୟା ସମୟରେ ବଜ୍ରପାତରେ କମ୍ପାନୀରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।ଏହା ଦେଖି କାର୍ଯ୍ୟରତ
Read More...

ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟଠାରେ ଆଜି କେନ୍ଦୁଭଟା ଦେବଦତ୍ତ କ୍ଳବ ପ୍ରାଙ୍ଗଣରେ ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ହଟକିଶୋର ବେହେରା, ଜିଲ୍ଲା ବିକାଶ ପ୍ରବନ୍ଧକ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତାବିରା ନଗର ଶାଖା ତରଫରୁ ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟରେ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ଲରାସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନବୋଧ ମାଝୀ, ଖଇରପାଲି ୟୁଜିୟୁପିସ୍କୁଲର
Read More...

ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଛାତ୍ରଛାତ୍ରୀ ଯୁବ ସମ୍ପ୍ରଦାୟ ଏବଂ ସବୁ ବର୍ଗର ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ କରିଛି । ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଏନ୍‌ଆଇସିର ମିଳିତ ସହଯୋଗରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା,
Read More...

ମହନୀ କ୍ରିଏସନ୍‌ ତରଫରୁ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ମହନୀ କ୍ରିଏସନ୍‌ ତରଫରୁ କୋସଳାଞ୍ଚଳର ପରୁହାଁ ତିହାର ନୁଆଁଖାଇକୁ ଦୃଷ୍ଟିରେ ରଖି ଏକ ନୁଆଁଖାଇ ଆଞ୍ଚଳିକ ଗୀତ ଉନ୍ମୋଚନ କରାଯାଇଥିଲା ଏବଂ ଓଡିଶା ସଂଗୀତ ଏକାଡେମୀରୁ ଲୋକ ଗୀତ (ସଂଗୀତ)ରେ ପୁରସ୍କାରପ୍ରାପ୍ତ ନବୀନ କୁଅଁରଙ୍କୁ
Read More...

ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରେ ଡେଲାଙ୍ଗ ଅଂଚଳକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଚଂଳ ଘୋଷଣା ହେଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ଅବାଧ ମଦ ବେପାର ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇାରେ ଲାଗିଛି । କୋଭିଡ ସମୟରେ ଚୋରା ମଦ କରାବାର ଓ ନିଶା ସେବନକାରୀ ବହୁ ସଂଖ୍ୟାରେ ବୃଦ୍ଧି ପାଉଛନ୍ତି । ବର୍ତମାନ ଡେଲାଙ୍ଗରେ ସାଉରିଆ କଲ୍ୟାଣପୁର, ମୁନିନ୍ଦା,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ ଜଣ ୦ାରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୮୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୦ ଜଣ ଆଂଚଳିକ
Read More...

ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଲା : ଖସି ପଡିଲା ଡମ୍ଫର, ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ସମ୍ବଲପୁର, (କରୁଣାକର ଶତପଥୀ) : ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ପାଣି ଭିତରେ ଡ଼ମ୍ଫର ଖସି ପଡ଼ିଥିବା ଭଳି ଏକ ଖବର ଆସିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ କୁଚିଣ୍ଡାକୁ ସଂଯୋଗ କରୁଥିବା ଝୁଲେନପୋଲ ଭୁଷୁଡ଼ି ପଡ଼ିଛି । ଏକ ଡମ୍ଫର ଟ୍ରକ୍‌ ଏହି ପୋଲ
Read More...