Daily Archives

ଆସନ୍ତା ୪ ଓ ୯ ତାରିଖ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୪/୦୯/୨୧ ଓ ତା ୦୯/୦୯/୨୧ରିଖ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର
Read More...

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମର ଶରୀର ପଞ୍ଚତତ୍ତ୍ୱ ସହିତ ବିଲୀନ

ମୁମ୍ବାଇ : ଶୁକ୍ରବାର ଅପରାହ୍ନରେ ମୁମ୍ବାଇରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶବଦାହ କରାଯାଇଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କୁ ହତଚକିତ କରିଛି । ଏହି ଖବର ସିନେମା ଜଗତକୁ କମ୍ପିତ କଲା । ତାଙ୍କ ମୃତଦେହକୁ ସିଧା ହସ୍ପିଟାଲରୁ ଫୁଲରେ ସୁସଜିତ ଆମ୍ବୁଲାନ୍ସରେ
Read More...

ଉଚ୍ଚ ଶିକ୍ଷା ସଚିବଙ୍କ ମନ୍ତବ୍ୟ ନିରୁତ୍ସାହଜନକ, ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ – ପୁରାତନ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର ଗୁରବାର ଦିନ ତାଙ୍କର ବଲାଙ୍ଗିର ଗସ୍ତରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ୫୦ ଏକର ଜମି ପର୍ଯ୍ୟାପ୍ତ ବୋଲି ମତ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଏହାକୁ ଏକ ବିଶ୍ୱ ସ୍ତରୀୟ
Read More...

ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଓଏସ୍‌ଆର୍‌ଟିସିର ୧୧୦ ନୂଆ ବସ୍‌, ବଲାଙ୍ଗିର ଭାଗରେ ପଡ଼ିଲା ନୂଆ ୭ ବସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି ୧୧୦ଟି ନୂଆ ବସ୍ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି । ଏହି ବସ୍ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି । ଏହି ଓଏସ୍‌ଆର୍‌ଟିସି ବସରେ ରହିଛି ଜରୁରିକାଳୀନ
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ଶିଶୁ

ମାଲକାନଗିରି : ପୋଖରୀରେ ବୁଡ଼ି ୨ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା
Read More...

ଟିବି ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡିଶା ୨ୟ ସ୍ଥାନରେ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିବି ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡିଶା ୨ୟ ସ୍ଥାନରେ ରହିବା ସହିତ କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି । ନିକ୍ଷୟ ପୋଷଣ ଯୋଜନାରେ ୮୫ ପ୍ରତିଶତ ହିତାଧିକାରୀଙ୍କୁ ପୋଷଣୀୟ ଖାଦ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି ।
Read More...

ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗରେ ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ କରାଯାଇଛି । ଏହି ହସ୍ତଶିଳ୍ପର ଅଧିକ ବିକାଶ ନିମନ୍ତେ ଗତକାଲି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବାଉଁଶ ଉନ୍ନୟନ ସଂସ୍ଥା
Read More...

ଗାଇସିଲେଟ୍‌ ବ୍ଲକର ଗଣ ବଳାତ୍କାର ଓ ଘର ପୋଡ଼ି ମାମଲା : ପୁଣି ଗର୍ଜିଲେ ଆନ୍ଦୋଳନକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଏବଂ ଘର ପୋଡ଼ି ମାମଲାକୁ ନେଇ ଆନ୍ଦୋଳନ । ଆଜି ପୁଣି ଗର୍ଜିଲେ ଆନ୍ଦୋଳନକାରୀ । ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏ ପର୍ଯ୍ୟନ୍ତ ୭
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୫ରୁ ୨ ଓ ୧୫ରୁ ଜଣେ ସଂକ୍ରମିତ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଗୀତାଙ୍କ ପରିବାର ପାଇଲେ ସରକାରୀ ସହାୟତା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଡ଼ୁମେରମୁଣ୍ଡା ଗାଁର ମନୋଜ ନାଏକ ନିଜର ଅସମ୍ପୂର୍ଣ ଇନ୍ଦିରା ଆବାସ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଗତବର୍ଷ ଗୁଜୁରାଟର ରାଜକୋଟକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ରହି କିଛିମାସ କାମ କରିବା ପରେ ଦିନେ କାମ କରିବା ସମୟରେ ହିଁ ତାଙ୍କର
Read More...