Daily Archives

ବୁଢ଼ୀପଦର ପଞ୍ଚାୟତକୁ ମରୁଡି ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବୀରେ ବିଡ଼ିଓ ଏବଂ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୨୯ରେ ସ୍ଥାନୀୟ ରାଜୀବ ଭବନ ଠାରେ ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ଦୁଷ୍କର୍ମକାରୀଙ୍କୁ ଗିରଫ ଦାବୀରେ ଏସ୍‌ପି ଅଫିସ ଘେରିଲା ଭୀମ ଆର୍ମି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଓଡିଶା ଭୀମ ଆର୍ମି । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବାର ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଦାବୀରେ ବରଗଡ଼
Read More...

ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ବିଶୁଦ୍ଧ ପାନୀୟ ଜଳ ଓ ଶିଶୁଉଦ୍ୟାନ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ଏଟିଏମ୍‌ ଏବଂ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଛତ୍ରପୁର
Read More...

ଛତ୍ରପୁର କଲେଜଛକ ଓ ଡିଆର୍‌ଡିଏ ଛକ ମରଣଯନ୍ତା ପାଲଟିଛି : ଓଭର୍‌ବ୍ରିଜ ହେବା ଯାଏଁ କଡା ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରକୁ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ସହ କୋଲକୋତାରୁ ଚେନାଇ ପର୍ଯ୍ୟନ୍ତ ବାଣିଜ୍ୟ, ସାଂସ୍କୃତିକ ଯୋଗାଯୋଗ ହୋଇପାରିଛି । ୧୬ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ପ୍ରତିଘଣ୍ଟାରେ ହଜାର ହଜାର ଭାରିଯାନ,
Read More...

ଜାତୀୟ ପୋଷଣ ସପ୍ତାହରେ ସଚେତନତା ରଥର ଶୁଭ ଉଦ୍‌ଘାଟନ

ତୁରେକେଲା, (କୈଳାଶ ସଗ୍ରିଆ) : ମାର୍ଚ୍ଚ ୧୯୭୩ ମସିହାରେ ଆମେରିକା ଡାଏବେଟିସ୍‌ ଆସୋସିଏସନ୍‌ (ବର୍ତ୍ତମାନ ଏକାଡେମୀ ଅଫ ନିଉଟ୍ରିସନ୍‌ ଆଣ୍ଡ ଡାଏବେଟିସ୍‌)ର ସଦସ୍ୟମାନଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ୧୯୮୨ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ
Read More...

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…

ପାଟଣାଗଡ, (ଗୋରେଖନାଥ ବରିହା) : ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କିସର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ୍‌ଲାଇନ ଶିକ୍ଷା
Read More...

ଲାଠୋର ନିକଟସ୍ଥ ଜାମଚୁଆଁ ଗ୍ରାମ ଠାରେ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ସହ ପିକ୍ଅପ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଦିନ ୨ ଟା ସମୟରେ ଖପ୍ରାଖୋଲ ବ୍ଲକ ଲାଠୋର ନିକଟସ୍ଥ ଜାମଚୁଆଁ ଗ୍ରାମ ଠାରେ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀ ମଦ ଜବତ କରାଯାଇଛି । ଗାଡ଼ିର ଡ୍ରାଇଭରଙ୍କ ସୂଚନା ଅନୁସାରେ ଗାଡ଼ି ନଂଓଡି ୨୬ ଡି ୫୯୮୭ ପିକ୍ଅପ୍ ଗାଡ଼ି ଟି ବଲାଙ୍ଗିର ଡିପୋରୁ ବିଦେଶୀ ମଦ
Read More...

ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିଦର୍ଶନ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟକୁ ବୁଧବାର ଦିନ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପରିଦର୍ଶନ କରିବା ସହ
Read More...

ମନରେଗା ଯୋଜନାରେ ଲୋକଙ୍କୁ ସାମିଲ ପାଇଁ ବ୍ଳକ ଆଦିବାସୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ହେଲେ ଲୋକଙ୍କ ମୁହଁରେ ସରାଗ ନାହିଁ । ଚଳିତ ବର୍ଷ ଭଲ ବର୍ଷା ହେଉନ ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ନୂଆଁଖାଇ ସାରିବା ପରେ ହଜାର ହଜାର
Read More...

ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନରେ ଶିଷକେଲା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ଅଭିମନ୍ୟୁ ସାହୁ ମେମୋରିଆଲ ଟ୍ରଷ୍ଠ ଦ୍ୱାରା ଟିଟିଲାଗଡ଼ ମାଟିର ସୁପୁତ୍ର ତଥା ସମସ୍ତଙ୍କ ପ୍ରିୟ ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଗ୍ରାମ ପଞ୍ଚାୟତରେ
Read More...