Monthly Archives

August 2021

ବ୍ରିଜ ତଳକୁ ଖସିଗଲା ବାଇକ୍ : ବାଇକ୍ ଚାଳକଙ୍କ ଚାଲିଗଲା ପ୍ରାଣ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଧୀନରେ ଥିବା ତେଲେନପାଲି ଓ ଯମୁନାପାଲି ମଝିରେ ଏକ ପୋଲ ତଳକୁ ବାଇକ ଖସିଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖୁରିପାଣି ଗ୍ରାମର ଧୁବଲେ ମାଝୀଙ୍କ ପୁଅ ଅଚ୍ୟୁତ ମାଝୀ (୨୪) ଶନିବାର ଦିନ ସନ୍ଧ୍ୟା
Read More...

ଖଡ଼ିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ, (ନିରାକାର ମେହେର) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଏଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିବ ପୁରା ପଶ୍ଚିମ ଓଡିଶା । ଏହି ନୂଆଁଖାଇ ଆସନ୍ତା ୧୧ତାରିଖରେ ପଶ୍ଚିମ ଓଡିଶାରେ ପାଳନ ହେଉଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଖଡ଼ିଆଳ ରାଜ ଦରବାରରେ ଯୁବରାଜ ଦେବ
Read More...

ଟିଟିଲାଗଡରେ ଆର୍‌ଆଇ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡରେ ଥିବା ଠିକଣାକୁ ନେଇ ଦ୍ଵନ୍ଦରେ ପରୀକ୍ଷାର୍ଥୀ : ଅନେକ…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଓଡିଶା ସବ୍‌ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆର୍‌ଆଇ ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଟିଟିଲାଗଡ ସହରର ଛଅଟି ସ୍ଥାନ ଯଥା ସରକାରୀ ବାଳିକା ବିଦ୍ୟାଳୟ, ଡିଏଭି କଲେଜ, ଡିଏଭି ପବ୍ଲିକ ସ୍କୁଲ,
Read More...

ଚେକ୍‌ ଡ୍ୟାମ୍‌ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନକୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ
Read More...

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର (ସାହୁ ଭବନ) ଧର୍ମଶାଳରେ ଠାରେ ଜିଲ୍ଲା ତୈଳିକ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ସମାଜର ଅଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ
Read More...

ଜାତୀୟ କ୍ରୀଡା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବରଗଡ଼ ଗୁଡେସୀରା ସ୍ଥିତ ମାର୍କେଟ ୟାର୍ଡରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରିବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ
Read More...

ଯାଦବ ସମାଜ ବୁଦ୍ଧିଜୀବୀ ମଞ୍ଚର ଉଦ୍‌ଘାଟନୀ

ସମାଜିକ,ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତିକୁ ଗୁରୁତ୍ୱ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡା ଜିଲ୍ଲାର ଶତାଧିକ ଯାଦବ,
Read More...

ରଚନା ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ରଚନା' ପକ୍ଷରୁ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ସମାରୋହ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । କବି ପ୍ରହ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସମ୍ବଲପୁର ଜିଏମ୍ କଲେଜ ଭୀମ ଭୋଇ ଚେୟାରର ପ୍ରଫେସର କବି
Read More...

ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କର ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ
Read More...

ବିଜେଡିର ବଲାଙ୍ଗିର ବ୍ଲକ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଅର୍ନ୍ତଗତ ୨୨ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ବଲାଙ୍ଗିରର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦେଇ କର୍ମକର୍ତ୍ତାଙ୍କୁ କର୍ମଠ, ସୁସଙ୍ଗଠିତ ତଥା ନିର୍ଭୟରେ ଆଗାମୀ
Read More...