Monthly Archives

August 2021

କରମତଲା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ବୁଢାରଜା ହାଇସ୍କୁଲକୁ ନୂତନ ପ୍ରଧାନ ଶିକ୍ଷକ ଦୂତିକୃଷ୍ଣ ପଧାନ ଯୋଗଦାନ କରିଥିବା ବେଳେ ଅଭିଭାବକ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା
Read More...

ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ : ୪୪୭ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ସଂଖ୍ୟା ୪ ଲକ୍ଷ ଦୁଇ ହଜାର ୧୮୮ ରହିଛି । ତେବେ ଦେଶର ରିକୋଭରି ରେଟ ବୃଦ୍ଧି ପାଇ ୯୭.୪୦ ପ୍ରତିଶତ ରହିଛି । ଏନେଇ କେନ୍ଦ୍ର
Read More...

ଖୁସି ଖବର : ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନେକ ଦିନ କରୋନାର ଦ୍ୱିତୀୟ ଲହର ନିଜର୍‌ ସ୍ଥିତି ଜାହିର୍‌ କରି ଆସିଥିବା ବେଳେ ଆଜି ଏକ ଖୁସି ଖବର ଆସିଛି । ରାଜ୍ୟ ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶୂନ୍ୟ ରହିଛି । କରୋନା ସଂକ୍ରମଣ ଯୋଗୁଁ ଏଇ ମାଟି ଅନେକ ଦୁଃଖ, ଅନେକ କ୍ଷତିର
Read More...

ଆଜି ପ୍ରଧାନମନ୍ତ୍ରୀ ପିଏମ୍-କିଷାନ ଯୋଜନାରେ ନବମ କିସ୍ତି ରାଶି ପ୍ରଦାନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବାକୁ ଥିବା ବେଳେ
Read More...

ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତା ତଥା ପ୍ରତିଜ୍ଞା ସିରିଏଲରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରୁଥିବା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୬୩ ବର୍ଷ ବୟସ ହେଉଥିଲା । ଅନୁପମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
Read More...

ଅସହାୟ ଡାଳିମ୍ବଙ୍କୁ ପଢିବା ପାଇଁ ସରକାରୀ ସହାୟତା ମିଳିଲା

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ଗୌଡ଼ ସାହିରେ ବାସ କରନ୍ତି ଚଞ୍ଚଳ ପିତେଇ ଓ ତାଙ୍କ ପରିବାର । ସ୍ୱାମୀ ଶ୍ରୀହରି ପିତେଇ ଗତ ୪ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ସତର ବର୍ଷର ଝିଅ ମାନସିକ ବିକୃତ ପୁଅ ଓ ଅସୀ ବର୍ଷର ଶାଶୁ ଅଛନ୍ତି ।
Read More...

ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଠାରୁ ଖୋଲିଲା

ଭୁବନେଶ୍ୱର : ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଠାରୁ ଖୋଲିଲା । କୋଭିଡ କଟକଣା ମଧ୍ୟରେ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିଛି । ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର
Read More...

ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ କବିତା ଆସର ଅନୁଷ୍ଠିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ ଗାଇସିଲାଟ ବ୍ଲକର କବି ଓ ସାହିତ୍ୟିକମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କୋଶଲ ଭାରତୀ ସାହିତ୍ୟ ଆର୍ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ଦ୍ଵାରା ପରିଚାଳିତ ହୋଇଥିବା ଏହି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଜଣ, କଟକ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ବରଗଡ଼
Read More...

ବିଭିନ୍ନ ସ୍ଥାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତର କୁତମୁଣ୍ଡା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା'ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ
Read More...