Monthly Archives

August 2021

ପେଟ୍ରୋଲିଂ ବେଳେ ଚାଉଳ ଗାଡି ଅଟକାଇଲା ପୁଲିସ : ୬୪ ବସ୍ତା ଚାଉଳ ଜବତ କଲା ଯୋଗାଣ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଗରିବ ଲୋକମାନଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ହିତାଧିକାରୀଙ୍କ ଚାଉଳ ହରିଲୁଟ ହେଉଥିବା ଅନେକ ଥର ବାଟରେ ପଡି ଦାଣ୍ଡରେ ଗଡୁଛି । କିନ୍ତୁ ଆଜି ସଇଁନ୍ତଲା ପୁଲିସ ଓ ଯୋଗାଣ ବିଭାଗକୁ ବଡ଼ ସଫଳତା ମିଳିଛି । ୬୪ରୁ
Read More...

ଟ୍ରାକ୍ଟର ଜବତ କରି ୧୦ ହଜାର ଫାଇନ୍‌ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଅଧିନସ୍ଥ କଳାହାଣ୍ଡି ଛକ ନିକଟରେ ବେଆଇନ ଭାବେ ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ନେଇ ତହସିଲଦାର ଯୋଗେଶ୍ୱର ଧରୁଆ ଓ ଆର୍‌ଆଇ ଅଶ୍ୱିନୀ କୁମାର ଜାଲ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ଯାଉ ଥିବା
Read More...

ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘର ପ୍ରଶିକ୍ଷଣ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଂଘର ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଖାଲିପଡିଥିବା ଏସ୍‌ଏସବି ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଶ୍ଚିମ ଓଡ଼ିଶା ଓଡ଼ିଆ ଛାତ୍ର ସଂସଦର ଦାବୀପତ୍ର ପ୍ରଦାନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ହେଉଛି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଅଥଚ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଚରମ ଅବହେଳା, ଓଡିଶା ଓ ଓଡ଼ିଆ ଜାତିର ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ହଜାର ହଜାର ବିଦ୍ୟାର୍ଥୀ ମାନେ ରାଜ୍ୟର ବିଭିନ୍ନ
Read More...

ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିଜୁରୀ ଗ୍ରାମର ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ଏକ ପରିବାର ବେସାହାରା ହୋଇ ପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଅତିକଷ୍ଟରେ ଜୀବନଯାପନ କରୁଛନ୍ତି । ସୂଚନା ଅନୁଯାୟୀ
Read More...

ସମାଜ ସେବୀଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ସରକାରୀ ସହାୟତା

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତ ଦେଉଳବାଡ଼ି ଗାଁର ଚଞ୍ଚଡା ସାହିର କାନ୍ଦୁ ଶ୍ୟାମଙ୍କ ଦୁଇ ପୁତ୍ର ମଧ୍ୟରୁ ବଡ ପୁଅ ସୁରେନ୍ଦ୍ର କାନ୍ଦୁ ଜନ୍ମରୁ ଦିବ୍ୟାଙ୍ଗ । ସୁରେନ୍ଦ୍ର ଖୁବ୍‌ ବୁଦ୍ଧିମାନ । ସେ ପଢ଼ିବାର ଆଗ୍ରହ ପାଇଁ
Read More...

ଯଶୋବନ୍ତଙ୍କ ପ୍ରୟାସରେ ଥଇଥାନ ହେଲେ ଅନାଥ ପୂଜାରାଣୀ

କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ୱର୍ଗତ ଗୋଲକ ପ୍ରତିହାରିଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରତିହାରିଙ୍କ ଅକାଳରେ ପରଲୋକ ଘଟିବା ପରେ ତାଙ୍କର ଦୁଇ କଅଁଳ ଛୁଆ ୧୦ବର୍ଷର ଝିଅ ପୂଜାରାଣୀ ଓ ୨୨ ବର୍ଷର ପୁଅ ଭାଗିରଥି ଅନାଥ ହୋଇଗଲେ । ସୂଚନାରୁ ପ୍ରକାଶ ଯେ, ବାଲିଝରି
Read More...

କୃଷି ବୀମାରେ ଚଞ୍ଚକତା ମାମଲା : ପୋଲିସର ଅଧିକ ତଦନ୍ତ ଜାରି

ନକଲି ଚାଷୀ ଓ ସିଏସ୍‌ସି ସେଣ୍ଟର ପରିଚାଳକଙ୍କ ମଧ୍ୟରେ ଛାନିଆଜଣେ ସିଏସସି ପରିଚାଳକ ସହ ୨ ନକଲି ଚାଷୀ ଗିରଫ କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ଚଳିତ ୨୦୨୧-୨୨ ଫସଲ ବୀମା ଯୋଜନାରେ ପର ଜମିକୁ କେତେକ ନକଲି ଚାଷୀ ଚଞ୍ଚକତାକାରୀ ଫସଲବୀମା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରି
Read More...

ଗାଁ କଲ୍ୟାଣ ସମିତି ଓ ଆଇଏସ୍‌ଟି ପକ୍ଷରୁ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ୟରେ ଗାଁ କଲ୍ୟାଣ ସମିତି ଓ ଆଇଏସଟିର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ବ୍ଲକ ଆତ୍ମା
Read More...

୨୦ ଜଣ ସ୍କାଉଟ୍‌ସ ଛାତ୍ର ପାଇଲେ ରାଜ୍ୟପାଳଙ୍କ ଠାରୁ ପ୍ରଶଂସାପତ୍ର : ବ୍ଲକରେ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ କ୍ରାନ୍ତି ଦିବସ ଅବସରରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟର ୨୦ ଜଣ ସ୍କାଉଟ୍‌ସ ଛାତ୍ରଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍କାଉଟସ ଓ ଗାଇଡ କ୍ଷେତ୍ରରେ ଉଲ୍ଲେଖନୀୟ
Read More...