Monthly Archives

August 2021

କର୍ଲାମୁଣ୍ଡା ବ୍ଲକର ବିପିସି ରୁଦ୍ର ପ୍ରସାଦ ସାହୁଙ୍କୁ ଗିରଫ ଓ ବହିଷ୍କାର ଦାବୀରେ ବ୍ଲକ ସମ୍ମୁଖରେ ଧାରଣା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବ୍ଲକ ପୋଗ୍ରାମ କୋଡିନେଟର (ବିପିସି)ରୁଦ୍ର ପ୍ରସାଦ ସାହୁଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସେ ହିତାଧିକାରୀମାନଙ୍କ ଆବାସ ଯୋଜନାର ଟଙ୍କା ଆତ୍ମସାତ କରିବା, ବିନା
Read More...

ଓଡ଼ିଶାର ୪ ପୋଲିସ ଅଧିକାରୀ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ

ଭୁବନେଶ୍ୱର : ଓଡ଼ିଶାର ୪ ପୋଲିସ ଅଧିକାରୀ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ । ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀଙ୍କୁ ଏହି ଅବସରରେ ମିଳିବ ଉତ୍କର୍ଷ ସେବା ପଦକ । ରାଜ୍ୟର ୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟରଙ୍କୁ ସମ୍ମାନୀତ କରାଯିବ । ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ
Read More...

କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗ : ଜିଏସଟି ଚଢାଉ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡିଛି । ଏହି ଦୋକାନ ଦୁଇଟି ହେଲା କଣ୍ଟାବାଞ୍ଜି ସହରର ଏନ୍‌ଏସି ଛକରେ ଥିବା ବାଲାଜୀ ଫର୍ଣ୍ଣିଚର ଆଣ୍ଡ୍‌
Read More...

ଗରିବ ଓ ଅସହାୟଙ୍କ ସାଥୀ ସାଜିଛନ୍ତି ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଏକ ମଧ୍ୟବିତ୍ତ ପରିବାରର । ବାପା ସୁଦାମା ଜଣେ ଚାଷୀ, ମା' ଭାଗ୍ୟବତୀ ଗୃହିଣୀ । ଏବେ ସ୍ନାତକୋତ୍ତର ସାରି ଘରେ ଅଛନ୍ତି । ଆଶିଷ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ
Read More...

ମୃତ୍ତିକା ପରୀକ୍ଷଣ କାର୍ଡ ଓ ମୃତ୍ତିକା ସଂରକ୍ଷଣ ଉପରେ କୃଷକ ମାନଙ୍କ ପରୀକ୍ଷଣ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ମୃତ୍ତିକା ପରୀକ୍ଷଣ ଓ ସଂରକ୍ଷଣ ଉପରେ କୃଷକ ମାନଙ୍କୁ ନେଇ କୃଷକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କୃଷକ ପରୀକ୍ଷଣ ଶିବିରର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

ନାବାର୍ଡ ବରଗଡ଼ ପକ୍ଷରରୁ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନାବାର୍ଡ ବରଗଡ ଆନୁକୂଲ୍ୟରେ ଅତାବିରା ବ୍ଲକ କନଫରେନ୍ସ ହଲ୍‌ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରଥମେ ୱେବ୍‌ ମିନାର ମାଧ୍ୟମରେ ନାବାର୍ଡ ଭୁବନେଶ୍ୱରକୁ ସଂଯୋଗ କରାଯାଇଥିଲା । ପରେ ହସ୍ତକଳା ବିଷୟରେ ଆଲୋଚନା କରାଯାଇଥିଲା ।
Read More...

କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ଦାବୀ କଲା ପଶ୍ଚିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ବିଦ୍ୟୁତ ବିଭାଗର କୁରୁମପୁରୀ ସେକ୍ସନ ଅଧିନସ୍ଥ ଠିକପାଲି ଗାଁରେ ବିଦ୍ୟୁତ ସବଷ୍ଟେସନରେ ମରାମତି କାର୍ଯ୍ୟ କରୁଥିବା ସମୟରେ ସେହି ଗାଁର ଡୋଲାମଣି ପାଢ଼ୀ ଏବଂ ରୁନୁ ପାଢ଼ୀ କାର୍ଯ୍ୟରତ ଲାଇନମେନ୍‌ ଧନଞ୍ଜୟ ଶବରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ
Read More...

ଡେଲାଙ୍ଗରେ ୨୫୦ ଛାତ୍ରଛାତ୍ରୀ ନବୋଦୟ ପରୀକ୍ଷା ଦେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜବାହାର ନବଦୋୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧୟନ ପାଇଁ ପ୍ରବେଶିକା ପରୀକ୍ଷା ବୁଧବାର ଡେଲାଙ୍ଗ ବ୍ଲକ ରବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ୨୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା
Read More...

କୋଶଲୀ କ୍ଷୁଦ୍ର ଚଳଚିତ୍ର ‘ରାକ୍ଷୀ ଦେଲା ଆଖି’ସୁଟିଙ୍ଗ ଆରମ୍ଭ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ସଇଁନ୍ତଲା ବ୍ଳକ ଲମକାନି(ଖାରିବାହାଲ) ଠାରେ ପ୍ରଯୋଜକ ରାମ ନାରାୟଣ ବାଗଙ୍କ ପ୍ରସ୍ତୁତିରେ ଏକ କ୍ଷୁଦ୍ର ଚଳଚିତ୍ର ରାକ୍ଷୀ ଦେଲା ଆଖି'ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଆଞ୍ଚଳିକ ସାମ୍ବାଦିକ ସଂଘ
Read More...

ମରଣଯନ୍ତା ସାଜିଛି ଘନାମାଲରୁ ସାରଙ୍ଗପୁର ପ୍ରଧାନମନ୍ତ୍ରୀ ସଡ଼କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଘନାମାଲରୁ ସାରଙ୍ଗପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ରାସ୍ତା କିଛିବର୍ଷ ହେଲା ମରଣଯନ୍ତା ସାଜିଛି । ଗତ ୩୦/୦୬ / ୨୦୧୧ରେ ସମାପ୍ତ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ
Read More...