Monthly Archives

August 2021

ଏକଲବ୍ୟ କୋଚିଂ ସେଣ୍ଟରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସଇଁନ୍ତଲା, (ପୁସ୍ତମ୍ ଯୁଆଡି) : ସଇଁନ୍ତଲା ବ୍ଲକ୍‌ର କୁମ୍ଭାରୀ ଗ୍ରାମର ଏକଲବ୍ୟ କୋଚିଂ ସେଣ୍ଟର୍ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର୍ ବୁଡେକ୍‌ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶିତା ବୁଡେକ୍‌, ହେମବନ୍ତି ମଲିକ,
Read More...

ପଦ୍ମପୁରରେ ‘ୱାନ୍ ରୁପି କ୍ଲିନିକ’ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ପବିତ୍ର ସ୍ୱାଧୀନତା ଦିବସ ଅବସରରେ, ପଦ୍ମପୁର କଚେରୀ ସମ୍ମୁଖରେ ବହୁ ଚର୍ଚ୍ଚିତ ଚିକିତ୍ସକ ଡା. ଶଙ୍କର ରାମ ଚନ୍ଦାନୀଙ୍କ ୱାନ ରୁପି କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଡା. ରାମ ଚନ୍ଦାନୀଙ୍କ ମାତା ଲାଜବନ୍ତୀ ରାମ ଚନ୍ଦାନୀ ଜାତୀୟ ପତାକା ଉତ୍ତୋଳନ
Read More...

୭୫ତମ ସ୍ୱାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ଥାନୀୟ ମାୟାବର୍ହାରେ ହାଇସ୍କୁଲ ଓ କେଜିବିଭି ନୋଡାଲ ସ୍କୁଲର ମିଳିତ ଉଦ୍ୟମରେ କୋଭିଡ ଗାଇଡଲାନ ଅନୁପାଳନ କରି ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌନାବତୀ ଜାଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା
Read More...

ବ୍ଳକର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ଥାନା କାର୍ଯ୍ୟାଳୟ ପରିସରରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଆମ୍ବପାଲି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଜୟ ବାଗ, ଘୁନସର
Read More...

ବିଜେପି ମହିଳା ମୋର୍ଚ୍ଚା ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସହରର ଟିକ୍ରାପଡା ଠାରେ ଜିଲ୍ଲା ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ ସହରର ୱାର୍ଡ ନଂ.୪ ଠାରେ
Read More...

୭୫ ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ୟୁଥ୍‌ ଏକ୍ସନ ପକ୍ଷରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଝାଙ୍କରପାଲି ଠାରେ ବଲାଙ୍ଗିର ୟୁଥ୍‌ ଏକ୍ସନ ପକ୍ଷରୁ ବୃକ୍ଷ ରୋପାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମ ୟୁଥ୍‌ ଫର୍‌ ଏକ୍ସନ୍‌ର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ
Read More...

ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସାରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଟାଇଗର ୟୁଥ୍‌ କ୍ଲବ ତରଫର ବୃକ୍ଷ ରୋପଣ ମଧ୍ୟ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନର
Read More...

ଟିଟିଲାଗଡ ସରକାରୀ ଡାକ୍ତରଖାନାର ୧୦ ଜଣଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ସରକାରୀ ଡାକ୍ତରଖାନାର ୧୦
Read More...

ଜଗତସିଂହପୁର ଜିଲ୍ଲାରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂପୁର : ଆଜି ୭୫ତମ ସ୍ୱାଧୀନତା ଦିବସ ଜଗତସିଂହପୁର ଜିଲ୍ଲାରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଅବସରରେ ଚଳିତ ବର୍ଷର କୋଭିଡ ଯୋଦ୍ଧା ଓ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ମାନ୍ନିତ
Read More...