Monthly Archives

August 2021

ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ଅଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀଙ୍କ ରକ୍ତ ଦରକାରଥିବା ଜାଣି ଦେଓଗାଁ ବ୍ଲକ ଉଡାର ଗାଁର ରକ୍ତଦାତା ଅଜିତ ଭୋଇ ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କର ଜୀବନ ବଞ୍ଚାଇଛନ୍ତି । ସେ ପୂର୍ବରୁ ମଧ୍ୟ ୧୭ଥର ରକ୍ତ ଦେଇ ରୋଗୀଙ୍କର ଜୀବନ ବଞ୍ଚାଇ ମହାନ
Read More...

୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଗସ୍ତକୁ ନେଇ ଭାଜପାର ଖବରଦାତା ସମ୍ମିଳନୀ : କଂଟାବାଂଜିର ଅବ୍ୟବହୃତ ୭୫୦ ଏକର…

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ର କ୍ୟାବିନେଟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଗସ୍ତରେ ଆସନ୍ତା ୨୨ ଅଗଷ୍ଟରେ କଂଟାବାଂଜି ଆଗମନକୁ ନେଇ ସୋମବାର ଦିନ କଂଟାବାଂଜିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ହରି ଭବନରେ ଅନୁଷ୍ଠିତ ହୋଇଛି । ଏହି
Read More...

ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କୋଭିଡ କଟକଣାରେ ଜାତୀୟ ପତାକା ଉତ୍ତୋଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାସ, ନିଶୀ ପୂନମ ମିଞ୍ଜ ସହ
Read More...

ବଲାଙ୍ଗିର ସଦର ବ୍ଲକକୁ ମରୁଡି ଘୋଷଣା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କିଶାନ କଂଗ୍ରେସ ସଭାପତି ବିଶ୍ୱଜିତ ନାଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀକୁ ଭେଟି ଆଲୋଚନା କରିଛନ୍ତି । ପ୍ରତିନିଧି ମଣ୍ଡଳୀ କହିବା ମୁତାବକ ଜୁଲାଇ ୩୧ ତାରିଖ ସୁଦ୍ଧା ଧାନ ରୁଆ ଏବଂ ବେଉଷଣା
Read More...

ପବିତ୍ର ଶ୍ରାବଣ ଶେଷ ସୋମବାରରେ ହରିଶଙ୍କର ପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ହୋଇଥିବା ଯୋଗୁ ହରିଶଙ୍କର ବାବାଙ୍କ ଦର୍ଶନ କରିବା ସକାଶେ ବହୁ ଦୂର ଦୂରାନ୍ତରରୁ ଭକ୍ତ ମାନେ
Read More...

ବଲାଙ୍ଗିର ସଦର ବ୍ଲକ ତୈଳିକ ବୈଶ୍ୟ ସମାଜର ନୂତନ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଝାଙ୍କରପାଲି ଗ୍ରାମରେ ଯୋଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ତୈଳିକ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କମିଟିର ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ସଂଗଠାନିକ ସଂପାଦକ ବିକାଶ ରଂଜନ ସାହୁ ଉପସ୍ଥିତ ରହି
Read More...

ଭତ୍ତା ପ୍ରଦାନ ଦାବୀରେ ପାଟଣାଗଡ଼ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଜନସାଧାରଣଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି କିନ୍ତୁ କେଉଁ ଦୋଷ ତ୍ରୁଟି ଯୋଗୁଁ ଯୋଗ୍ୟ ବାଦ ପଡୁଛନ୍ତି ତାହା କାହାକୁ ଜଣା କେହି କହିପାରିବେ ନାହିଁ । ପ୍ରଶାସନିକ ଅବହେଳା ଯୋଗୁଁ ଯୋଗ୍ୟ ବାଦ ଅଯୋଗ୍ୟ ମାଲେମାଲ, ତେଲିଆ
Read More...

ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରହିଥିବା ସରାକରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ଜଣେ ଏବଂ ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସମାଜସେବୀ ଗୌରଚନ୍ଦ୍ର ସୁନାଙ୍କ ୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜସେବୀ ତଥା ପୂର୍ବତନ ସରପଞ୍ଚ ସ୍ୱର୍ଗତ ଗୌରଚନ୍ଦ୍ର ସୁନାଙ୍କର ୮ତମ ଶ୍ରାଦ୍ଧ ବାର୍ଷିକୀ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ଥିତ ମାଝିପାଲି ଗ୍ରାମଠାରେ ପାଳିତ ହୋଇ ଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ସମାଜ ପ୍ରତି ଥିବା
Read More...