Monthly Archives

August 2021

ପ୍ରକୃତି କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତିକବି ଗଂଗାଧର ମେହେରଙ୍କ ଜନ୍ମଜୟନ୍ତୀ ଉତ୍ସବ ଅବସରରେ କବି ଗଂଗାଧର ପ୍ରକୃତିରେ ପ୍ରାଣ ସଂଚାର କରିପାରିଥିଲେ, ତାଙ୍କରି କବିତା ସମୂହରେ ପ୍ରକୃତି ଭିତରେ ମାନବୀୟ ସମ୍ବେଦନା
Read More...

ବଲାଙ୍ଗିର ପ୍ରତି ରେଳମନ୍ତ୍ରାଳୟ ବୈମାତୃକ ମନୋଭାବ : ଜନ ଆକ୍ରୋଶ ସମାବେଶରେ ଗର୍ଜିଲେ କଂଗ୍ରେସ ନେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର କରିବାର ୭ ବର୍ଷ ବିତିଲା । ସେମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପୂରଣ ହୋଇନାହିଁ । ତୈଳଦର ବୃଦ୍ଧି, କଳାକୃଷି ଆଇନ, ଦରଦାମ ବୃଦ୍ଧି, ଲାଭଜନକ ସରକାରୀ ଉଦ୍ୟୋଗର ଘରୋଇକରଣ, ରୋଜଗାର ସୃଷ୍ଟି କରିବାରେ ସରକାର
Read More...

ବରଗଡ-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଳ ଲାଇନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରେଳ ସେବା ରହିଛି ସତ, କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲିକୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଳ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ଏକ ନୂତନ ରେଳ ଲାଇନ ପାଇଁ ବିଗତ ଦିନରେ ଦାବୀ ହେବା ସହ ବିଭିନ୍ନ ସମୟରେ
Read More...

ଏବିଭିପି ପକ୍ଷରୁ ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀ ପରିଷଦର କର୍ଯ୍ୟକର୍ତାମାନେ ଦେଶକୁ ସୁରକ୍ଷା ଦେଉଥିବା ସିରାପିଏଫ୍‌ ଯବାନମାନଙ୍କୁ ପ୍ରଥମେ ଯାଇ ରାକ୍ଷୀ ବାନ୍ଧିଥିଲେ, ତାପରେ ସମାଜ ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୩ଜଣ ଲଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।
Read More...

ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ସ୍ଥାନ ଚିହ୍ନଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ନିର୍ମାଣ ନିମନ୍ତେ ଶନିବାର ଅପରାହ୍ନରେ ସ୍ଥାନ ଚିହ୍ନଟ କରାଯାଇଛି । ସହର ସ୍ଥିତ ମାଛ ମାର୍କେଟ ନିକଟସ୍ଥ ହରିଜନ ସାହି ଛକ ନିକଟରୁ ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦାମୋଦରପୁର ଛକ
Read More...

ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ନବାନ୍ନ ପର୍ବ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଶ୍ରାବଣ ପୂର୍ଣ୍ଣିମା । ଏହି ଅବସରରେ ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ପ୍ରତିବର୍ଷ ପରି ଏବର୍ଷ ନବାନ୍ନ ପର୍ବ ପାଳନ ହୋଇଯାଇଛି । ବ୍ରହ୍ମ ଅବଧୂତ ଦେବରାଜ ବାବାଙ୍କ ତତ୍ତ୍ଵାବଧାନରେ ଚତୁର୍ଦ୍ଦଶୀ ଦିନ ରାତ୍ରରୁ ଜଗତ ଭକତ ଉଦ୍ଧାର ଓ
Read More...

ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂଙ୍କ ଶ୍ରାଦ୍ଧ ଦିବସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ମହେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ
Read More...

ପଦ୍ମପୁରରେ ସ୍ୱଭାବ କବି ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆରବି ହାଇସ୍କୁଲ ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସରରେ ମେହେର କବି ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ, କୋଭିଡ କଟକଣା ଭିତରେ ଏକ ନିରାଡ଼ମ୍ବର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସ୍ଥାୟୀ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୯୩୦୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...