Monthly Archives

August 2021

କୁମ୍ଭାରୀ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ କୃଷି ସମବାୟ ସମିତିର ସମ୍ପାଦକ ଗୈାର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୭.୫ ଲକ୍ଷ ଟଙ୍କାର ସମ୍ପତ୍ତି ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି ।
Read More...

ଖଟରେ ବୁହା ହେଲେ ରୋଗୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ହେଉଥିବା ବେଳେ କଣ୍ଟାତଳ ଗ୍ରାମ ପାଇଁ ସ୍ୱପ୍ନ ଅଟେ । ଅନ୍ୟପକ୍ଷରେ
Read More...

ସର୍ବାଙ୍ଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଅଙ୍ଗଦାନ ଦିବସରେ ନିଜର ସର୍ବାଂଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଟିହିଁକିପାଲି, ଭେଡେନ ଠାରେ ଅନୁଷ୍ଠିତ ହୋଇଥିଲା । ଶିବିରକୁ ଗୌର ଚନ୍ଦ୍ର ପାଣଗ୍ରାହୀ ଫିତା କାଟି ଉଦ୍ଘାଟନ
Read More...

ଜନ ଆଶୀର୍ବାଦ ଯାତ୍ରାକୁ ନେଇ ଘେରିଲା ବିରୋଧୀ କଂଗ୍ରେସ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ଟିଟିଲାଗଡ ପହଞ୍ଚିଥିଲେ । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ ବ୍ଲକ ଲୁଥୁର ବନ୍ଧ ଥରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ
Read More...

କଣ୍ଟାମାଲ ବ୍ଲକ ଗଣଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ତମ୍ବାସିନା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁବୋଧ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସଭାପତି ରଂଜୁ ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତ ବେଲୁର ଗ୍ରାମରେ ଆଜି ସକାଳ ୮ ଟାରେ ଗ୍ରାମର ନୀଚଳ ଭୋଇ(୨୬) ବାପା ରାଧେ ଭୋଇ ନର୍ସରୀ ପାଖ ଜଙ୍ଗଲରୁ ଶାଳପତ୍ର ତୋଲୁ ଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି, ତାଙ୍କ ହାତ, ନାକ,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୨୨୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ହରିରାଜପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଅଚଳାବସ୍ଥା ନେଇ ଆମରଣ ଅନଶନ ପତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଦୀର୍ଘ ଦିନଧରି ଡାକ୍ତର, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ ମେଡିକାଲ ଷ୍ଟାପ୍‌ର ଅଭାବି, ଗୃହ ନିର୍ମାଣ ଅଧପନ୍ତରିଆ ସହ ସ୍ୱାସ୍ଥ୍ୟ କେନ୍ଦ୍ର
Read More...

ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଯୋଗୀମୁଣ୍ଡା ପଞ୍ଚାୟତର ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି । ମାନ୍ୟବର
Read More...

ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ, ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର
Read More...