Monthly Archives

August 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮ ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ସମ୍ବଲପୁରରୁ ୧୧, ଜଗତସିଂହପୁର ଓ
Read More...

ପରାମର୍ଶଦାତା ସେବା ପାଇଁ ତାଲିମ ନେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମନୁଷ୍ୟ ଏକ ସାସାଜିକ ପ୍ରାଣୀ । ସମାଜର ସମସ୍ତ ପ୍ରାଣୀ ମାନଙ୍କୁ ସମ୍ମାନ ଦେବା ଉଚିତ । ସେବା ମନୋଭାବ ନେଇ କାର୍ଯ୍ୟ କଲେ ଅନ୍ୟର ହୃଦୟକୁ ଜିଣି ହେବ ବୋଲି ଦ୍ୱିତୀୟ ଦିବସର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କ ପ୍ରାଥମିକ ଚିକିତ୍ସା ତାଲିମ ଶିବିରରେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୨୮୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ପ୍ରଶାସନର ଆଢୁଆଳରେ ଆଦର୍ଶ ଗ୍ରାମ ବ୍ରାହ୍ମଣଡିହି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ଏଠାରେ ଶତକଡା ୬୦ ଭାଗ ମାହାର ସଂପ୍ରଦାୟର ଲୋକେ ବାଉଁଶ କାରିଗରୀ ଆଦିବାସୀ ଲୋକ ବସବାସ କରୁଥିବା ସୂଚନା
Read More...

ନିଜ ଗାଁର ବ୍ୟକ୍ତିଙ୍କୁ ନେତାଜୀ କ୍ଲବର ଯୁବକ ମାନେ ରକ୍ତ ଦେଇ ଜୀବନ ବଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତ ଦାନ ମହତ ଦାନ, ବର୍ତ୍ତମାନ ରକ୍ତର ଅଭାବ ଦେଖା ଦେଉଛି କିଛି ଦିନ ତଳେ ବରଗଡ ଖେଦାପାଲି ହସ୍ପିଟାଲରେ ଜଣେ ମହିଳାଙ୍କୁ ରକ୍ତ ଲାଗୁଥିବା ବେଳେ ରକ୍ତ ନ ମିଳିବାରୁ ଶେଷରେ ତାଙ୍କ ସ୍ୱାମୀ ବରଗଡ ମା' ସମଲେଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶେଷରେ
Read More...

ଆଖୁ ପରେ ମକା ଚାଷରୁ ମୁହଁ ମୋଡ଼ିବାକୁ ଲାଗିଲେଣି ଚାଷୀ : ନିମ୍ନମାନର ମଞ୍ଜି ଓ ଔଷଧ ଅଭାବରୁ ରୋଜଗାର ହରାଇବେ ମକା ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନିକଟସ୍ଥ ସାଗରପାଲିରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବା ପରେ ଆଖୁ ଚାଷୀମାନେ ଦୀର୍ଘ ୧୫ ବର୍ଷରୁ ଅଧିକ ହେଲା ନିଜର ରୋଜଗାର ହରାଇଥିଲେ । ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ପ୍ରାୟ ୧୩ଟି ପଞ୍ଚାୟତରୁ ୭ଟି ପଞ୍ଚାୟତର ଚାଷୀ ବିଭିନ୍ନ
Read More...

କଫ ସିରିପ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଆଜି ପାଇକମାଲ ପୋଲିସ ଗୋଟିଏ ବାଇକ୍ ସହ ୨୦ ବୋତଲ କଫ ସିରିପ ଓ ୪୦ ଗୋଟି ନିଶା ଔଷଧ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଜଣେ ଯୁବକ ହେଲେ ପାଇକମାଲ ଥାନା ପାଇକମାଲ ଗ୍ରାମର
Read More...

ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ତଥା ବ୍ୟବସାୟୀ ରାଜ କୁମାର ଅଗ୍ରୱାଲଙ୍କ ପରଲୋକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ସହରର ଲମ୍ବା ବିଲ୍ଡିଂ ରୋଡରେ ରହୁଥିବା ବ୍ୟବସାୟୀ ତଥା ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ରାଜ କୁମାର ଅଗ୍ରୱାଲଙ୍କ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହେଉଥିଲା । ସେ ଆର୍‌କେ
Read More...

ଯୁବ ବିଜେଡି ନେତାଙ୍କ ମହାନତା

୮୫ କିଲୋମିଟର ଯାଇ ଭିନ୍ନକ୍ଷମ ନାବାଳକ ପରିବାରକୁ ସହଯୋଗର ହାତ ବଢ଼ାଇଲେ ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ନିଜର ମାହାନ ଗୁଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଗଞ୍ଜାମ ସହରର ବିଜେଡି ଯୁବନେତା ସୁଧିର କୁମାର ପାଢୀ । ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତଙ୍କୁ ଚିକିତ୍ସାଳୟକୁ
Read More...

ପ୍ରେମିକ ରଚିଲା ଶାରୀରିକ ସଂପର୍କର ନାଟକ : ପ୍ରେମ ବିବାହ ଦାବୀ କଲେ ମାରିଦେବାକୁ ଧମକ, ପ୍ରତାରିତ ପ୍ରେମିକା ଥାନାର…

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ସ୍ଥାପନ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ନିଜ ପ୍ରେମିକାକୁ ଖାଇବା ପାଇଁ ଡାକିବା ବାହାନାରେ ଚାରିଚକିଆ ଯାନରେ ବସାଇ ପ୍ରେମିକ ନିଜ ଘରକୁ ନେଇ ଯିବା ସହ ଶାରୀରିକ ସମ୍ପର୍କ
Read More...