Monthly Archives

August 2021

ସୋହେଲା ବ୍ଲକ ବେହେରାପାଲି ପଞ୍ଚାୟତ ପିଇଓଙ୍କ ଘରେ ଭିଡିଲାନ୍ସ ଟିମ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତର ପିଇଓ । ପିଇଓ ଅନୀଲ କୁମାର ପାଢୀଙ୍କ ଲାଉମୁଣ୍ଡା ସ୍ଥିତ ପୈତୃକ ବାସଭବନ, ଡାଙ୍ଗ ସ୍ଥିତ ନୂତନ ବାସଭବନ ସମେତ ପଞ୍ଚାୟତ ଅଫିସରେ ଏକ କାଳୀନ ୩ଟି ଜାଗାରେ
Read More...

ସାହାରା ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କର୍ମଶାଳା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଉପରେ ଶାରୀରିକ ନିର୍ୟାତନା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଦାୟିତ୍ୱ ଓ ଖବର ପରିବେଷଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବାଲିଗୁଡ଼ା ସ୍ଥିତ ବନବାସୀ ସେବା
Read More...

ଯୋଗଦେଲେ ନୂତନ ବିଇଓ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଠାକୁର ଚରଣ ସାହୁ ଯୋଗ ଦେଇଥିବା ଜଣାଯାଇଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଏବିଇଓ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କୁ ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ,
Read More...

ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କରେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଉନ୍ନତିରେ ସହାୟକ ହେଉଛି ଶିକ୍ଷା ସେତୁ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ବିରାମହାରାଜପୁର ବ୍ଲକ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନପଡା ସ୍ଥିତ ଅବସରପ୍ରାପ୍ତ ରେଞ୍ଜର ସ୍ୱର୍ଗତ ଗିରୀଶ ଚନ୍ଦ୍ର ପାଢୀଙ୍କ ଧର୍ମପତ୍ନୀ ଯଶୋବନ୍ତୀ ପାଢୀଙ୍କ ଆଜି ନିଜସ୍ୱ ବାସଗୃହରେ ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଥିଲେ । ସେ
Read More...

ମରୁଡି ସମ୍ଭାବନାକୁ ନେଇ ପଲସଦା ଗ୍ରାମରେ କୃଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଙ୍ଗଠନ ନିର୍ଦ୍ଦେଶ କ୍ରମେ ବୋଡାସମ୍ବର ଗାଁର ଚାଷୀ ମାନଙ୍କର ମିଳିତ ଉଦ୍ୟମରେ କୃଷକ ନେତା ବିଶ୍ବ ରଣାଙ୍କ ସଭାପତିତ୍ବରେ ପଲସଦା ଗ୍ରାମଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୃଷି ସମ୍ବନ୍ଧୀୟ ଅନେକ ବିଷୟ
Read More...

ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କଲା ବିଜେପି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଚାଲିଥିବା ବିତର୍କ ଆଜି ନୂଆ ମୋଡ଼ ନେଇଛି । ଆଜି ବରଗଡ଼ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ପ୍ରେସ ମିଟରେ ଗତକାଲି ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ର ବିଜେପି ସରକାରଙ୍କ ପ୍ରଧାନ ମନ୍ତ୍ରୀ
Read More...

ସହର ମଧ୍ୟର ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକର ଜବର ଦଖଲ ଉଛେଦ ମ୍ୟୁନିସିପାଲଟି ତରଫରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ସହର ମଧ୍ୟରେ ଏହି ସ୍ଥାନରେ ଗୋଟିଏ ଲୁହା ଦୋକାନ ଏବଂ ଚା' ଦୋକାନ ରହିଥିବା ବେଳେ
Read More...

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରହି : ପୁରୁଣା କଟକ ବିଜେପିର ସଜବାଜ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ ବିଜେପି କାର୍ଯ୍ୟକରିଣୀ ବୈଠକ ମଣ୍ଡଳ ସଭାପତି ବାମନ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ଓ ନୀତି ଆଦର୍ଶ ଉପରେ ଆଲୋକପାତ
Read More...

କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁ ସମ୍ମାନିତ

ସମ୍ବଲପୁର, (କରୁଣାକର ବୁଡେକ) : ହୀରାକୁଦ ଲାୟନ୍ସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ସମୟରେ ସମର୍ପିତ ସେବା ଓ ଚିକିତ୍ସା ପ୍ରଦାନ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ
Read More...