Monthly Archives

July 2021

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା : ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ…

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା । ଚଳିତବର୍ଷ କରୋନା ଯୋଗୁଁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ତେବେ ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରି ଅଫ୍ ଲାଇନ୍
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ ସ୍ଥିତି : ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୬୭୧୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୫୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରୁଷା ଦେଲା ଅନୁଦାନ, ରାଜ୍ୟ ସରକାର ସାଉଁଟିଲେ ପ୍ରଶଂସା : ଅଭିଯୋଗ ଆଣିଲା ବିଜେପି

ସୂଚନା ଫଳକରେ ସାଂସଦଙ୍କ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ କଲା ଯୁବ ମୋର୍ଚ୍ଚା ଟିଟିଲାଗଡ଼, (ଗୌରବ ଦର୍ଜୀ) : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଅନୁଯାୟୀ ରାଜ୍ୟ ସରକାରଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି । ଲୋକମାନଙ୍କର ସର୍ବନିମ୍ନ ମୌଳିକ ସମସ୍ୟା ହେଉ ବା ସ୍ୱାସ୍ଥ୍ୟ କି ଗମନା ଗମନ ପାଇଁ
Read More...

ବନପାଳଙ୍କୁ ବିଦାୟକାଳୀନ ଓ ବନରକ୍ଷୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଭଟିଲି ସେକ୍ସନର ବନପାଳ ସୁଦାମ ଜଗଦଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଭାବରେ ଯୋଗଦାନ କରିଥିବା ଦ୍ୱାରୀ ବିଟର ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ରଙ୍କୁ ଶ୍ରୀ ଶ୍ରୀ ମା' ଘଣ୍ଟେଶ୍ୱରୀ ଟ୍ରଷ୍ଟ ବୋର୍ଡ ଭଟିଲି ଓ
Read More...

ଅଧିକୃତ ପିଓକେ ଅଂଚଳକୁ ପାକିସ୍ତାନ ଖାଲି କରିବା ଉଚିତ : ବୈଦେଶିକ ମନ୍ତ୍ରଣାଳୟର କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ : ପାକିସ୍ତାନର ବେଆଇନ ଭାବେ ଦଖଲ ହୋଇଥିବା କାଶ୍ମୀରରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ମନ୍ତବ୍ୟ ଦେଇଛି । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଖୋଲାଖୋଲି ଭାବେ ପାକିସ୍ତାନକୁ କହିଛି ଯେ, ପିଓକେ ଅଞ୍ଚଳରେ
Read More...

ଥାଇବକ୍ସିଂ ସଂଘ ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ନଟବର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଥାଇବକ୍ସିଂ ସଂଘ ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ନଟବର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଥାଇବକ୍ସିଂ ରାଜ୍ୟ ସଂଘର ମହାସଚ୍ଚିବ ଶୁଭେନ୍ଦୁ ସାମନ୍ତରାୟ ସ୍ୱୀକୃତି ଦେଇଥିବା
Read More...

ଡେଲାଙ୍ଗ ବ୍ଲକର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ : ସଠିକ୍‌ କାର୍ଯ୍ୟ ନହେଲେ ବିଲ ପାସକୁ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜୋତିଶଙ୍କର ମହାପାତ୍ର ଘଟଣାସ୍ଥଳରେ ପହଂଚି ତଦାରଖ କରିଛନ୍ତି । ପ୍ରଥମେ ଜେନାପୁର ପଂଚାୟତ ଅର୍ନ୍ତଗତ ପୋଷଲ ଅଙ୍ଗନୱାଡି ଗୃହ, ଗୁଆଳିପଡା ପଂଚାୟତର ହୁମର
Read More...

ମର୍ମନ୍ତୁଦ ଦୁର୍ଘଟଣା : ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା
Read More...

ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମର କ୍ଲବ ଗୃହଠାରେ ଲୋକ ଉନ୍ନତି ସଂଗଠନର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋ ଚାଟଶାଳୀରେ ଶିକ୍ଷାଦାନ କରୁଥିବା ସ୍ୱେଚ୍ଛାସେବୀ ଭାଇଭଉଣୀ
Read More...

ନରସିଂହଙ୍କ ଚୁଡାପାଲି ଗସ୍ତ : ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁକତେଲ ପ୍ରକଳ୍ପକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୫ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସେଠାକାର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା କରିଛନ୍ତି । ବିଶେଷ କରି ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାକୁ ନେଇ
Read More...