ଚନ୍ଦନଭାଟିରେ ମହିଳାଙ୍କ ଦାବୀ ପୂରଣ ହେଲା : ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ଲୋକାର୍ପଣ କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମର ମହିଳାମାନଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି । ଆଜି ସନ୍ଧ୍ୟାରେ ମହିଳାମାନଙ୍କ ଦାବୀ ମୁତାବକ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଚନ୍ଦନଭାଟି ଗାଁ ପାଇଁ ୪ ଗୋଟି ହାଇମାଷ୍ଟ ଲାଇଟ ଓ ୪ଟି!-->…
Read More...
Read More...