ଯୁବ ସମାଜସେବୀ ଯଶୋବନ୍ତଙ୍କ ପ୍ରଶଂସନୀୟ ପଦକ୍ଷେପ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରାଜପୁର ଗାଁର ଯାଜ୍ଞସେନି ପୁଝାରୀ ସେହି ଗାଁର ସଚିଦାନନ୍ଦ ନାଏକଙ୍କୁ ଆଠ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ଯାଜ୍ଞସେନିଙ୍କ ପରିବାର ଗ୍ରହଣ କରିନଥିଲେ । ତେବେ ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ!-->…
Read More...
Read More...