Monthly Archives

July 2021

ରୋଗୀ କଲ୍ୟାଣ ସମିତିର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ଡ଼ାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୭ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩ ଜଣ,
Read More...

ଚର୍ଚ୍ଚାର ବିଷୟ : ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଫଲାଇନ ମାଟ୍ରିକ ପରୀକ୍ଷା ନିମନ୍ତେ ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳାଫଳରେ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ
Read More...

ଗଞ୍ଜାମ ଜିଲ୍ଲାରେ ମାଟ୍ରିକ ଅଫଲାଇନ ପରୀକ୍ଷା ଶୃଙ୍ଖଳିତ : ଜିଲ୍ଲାରେ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଅଫଲାଇନ ପରୀକ୍ଷା ସଂଗଠିତ ହୋଇଛି । ଆଜିଠାରୁ ଶୃଙ୍ଖଳିତ ଭାବେ ଆରମ୍ଭ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ୱାରା ପରିଚାଳିତ ଏହି
Read More...

ଦିବ୍ୟାଙ୍ଗ ଯୁବତୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କଲେ ପାଇକମାଲ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଳ ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଗୌତମ ସିଂ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡ଼ା ଗ୍ରାମକୁ ଯାଇ ଦିବ୍ୟାଙ୍ଗ ଯୁବତୀ ବାସନ୍ତି ମାଝିଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରିଥିଲେ । ପାଇକମାଳ ବ୍ଲକ ଜୋନ
Read More...

ଛତ୍ରପୁର ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜରେ ନାମ ଲେଖାଇବା ପାଇଁ ଆସି ଯୁବକ ଯୁବତୀ ହୀନସ୍ଥା ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏମ୍ପ୍ଲୟମେଣ୍ଟଏକ୍ସଚେଞ୍ଜ ଛତ୍ରପୁର କାର୍ଯ୍ୟାଳୟରେ ଜଣେ ନିଯୁକ୍ତି, ପୁଣି ସପ୍ତାହକୁ ଥରେ, ଗୁରୁବାର ଖୋଲାଯାଏ ବୋଲି ଲୋକେ କହିଥାନ୍ତି । ଗଞ୍ଜାମ ଜିଲ୍ଲା ହେଡକ୍ୱାଟର ଛତ୍ରପୁରରେ ଏଭଳି ଏକ ଦୟନୀୟ ପରିସ୍ଥିତି ଉପୁଜିଛି । ଯାହା ଅତ୍ୟନ୍ତ ଦୁଃଖ ଓ
Read More...

ଜୟଦେବ ସାହୁଙ୍କ ଦେହାନ୍ତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ, ଲାଖପଦର ଗ୍ରାମର ଜୟ ଦେବ ସାହୁ (୪୮)ଙ୍କ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଗତ ୧୨/୦୭/୨୧ ରଥଯାତ୍ରା ଦିନ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ
Read More...

କୋସଲ ସ୍ୱାଭିମାନ ଯାତ୍ରାକୁ ସହଯୋଗ କରିଥିବା ସଂଗଠନ ତଥା ରାଜନେତାଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସାଧୁବାଦ ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଂଟନ କ୍ଷେତ୍ରରେ ରାଜ୍ୟ ସରକାର କୋସଲାଂଚଳ ପ୍ରତି କରିଥିବା ପକ୍ଷପାତିତା ଓ କୋସଲାଂଚଳକୁ କରାଯାଇଥିବା ଉପେକ୍ଷା ପ୍ରତିବାଦରେ ଗତ ଜୁଲାଇ ୨୩ ତାରିଖରୁ କୋସଲ ଯୁବ ସମନ୍ୱୟ ସମିତି(କେୱାଇସିସି) ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀ
Read More...

ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଗ୍ରାମରେ ନିମ୍ନମାନର ଖେଳ
Read More...

ପାଇକମାଲ ବ୍ଲକ କୃଷକ ମୋର୍ଚ୍ଚା ସଭାପତି ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅନୁମୋଦନ କ୍ରମେ ପାଇକମାଲ ମଣ୍ତଳ କୃଷକ ମୋର୍ଚ୍ଚାର ସଭାପତି ଭାବେ ଅକ୍ଷୟ କୁମାର ସାହୁଙ୍କୁ ମନୋନୀତ କରିଛନ୍ତି । ଅକ୍ଷୟ କୁମାର ସାହୁ ପାଇକମାଲ ବ୍ଲକ କେର୍ମେଲାବାହାଲ
Read More...