Monthly Archives

July 2021

ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗିର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ,
Read More...

ଗାଇଖାଇ କେନାଲରୁ ରଫାଖାଲକୁ ଯାଇଥିବା କେନାଲ କାମ ନିମ୍ନମାନର ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲରେ ଗତବର୍ଷ ୨୪ ଲକ୍ଷ ଟଙ୍କାରେ କଂକ୍ରିଟ କାନ୍ଥ କାମ କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଚଳିତ ବର୍ଷ ସାମାନ୍ୟ ବର୍ଷାରେ ତାହା ଭାଙ୍ଗି ଯାଇଛି । ଅତି ତରବରିଆ
Read More...

ଛତ୍ରପୁର ବ୍ଲକ୍‌ର ବିଭିନ୍ନ ନୂତନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଞ୍ଚାୟତର ପ୍ରାୟ ୧୭ ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର
Read More...

ଦେଓଗାଁ ରୋଗୀ କଲ୍ୟାଣ ସମିତି ବୈଠକରେ ଅନିୟମିତତା ଅଭିଯୋଗ : ଖର୍ଚ୍ଚ ନ ହୋଇ ପଡ଼ିରହିଛି ୫ଲକ୍ଷ ଟଙ୍କା, ୟୁସି ନ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ହୋଇନାହିଁ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ମଞ୍ଜୁର ହୋଇ ଆସିଥିବା ଅର୍ଥ ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତି କ୍ରମେ ଟଙ୍କା ଖର୍ଚ୍ଚ ହେବାର
Read More...

ଆଫଗାନିସ୍ତାନ ରାଷ୍ଟ୍ରପତି ଇମ୍ରାନଙ୍କ ଉପରେ ବର୍ଷିଲେ : କହିଲେ, ତାଲିବାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ୧୦…

ତାସକେଂଟ : ତାଲିବାନକୁ ସାହାଯ୍ୟ କରୁଥିବା ଅଭିଯୋଗକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶବ୍ଦ ଯୁଦ୍ଧ ତୀବ୍ର ହୋଇଛି । ଉଜ୍‌ବେକିସ୍ତାନର ରାଜଧାନୀ ତାସକେଂଟ୍‌ରେ ଆୟୋଜିତ ହୋଇଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ତାଲିବାନକୁ ସମର୍ଥନ
Read More...

ଆର୍ଶୀବାଦ ଯୋଜନାର ଭର୍‌ଚୁଆଲ ସଭା : ଦେଓଗାଁ ବ୍ଲକରେ ୪୮ଜଣଙ୍କୁ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଏକ ଭର୍‌ଚୁଆଲ ସଭାରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନାରେ ଦେଓଗାଁ ବ୍ଳକର ୪୮ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଦେଓଗାଁ ବ୍ଳକ ସଭାଗୃହରେ ଦେଓଗାଁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୧୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୧୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୫୮ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୯୨୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହରରେ ହତାଦର ଅଙ୍ଗନୱାଡ଼ି କର୍ମୀ : ଦରଦାମ ବୃଦ୍ଧିରେ ପକେଟକୁ ବାଧୁଛି ଅର୍ଥ,…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅନେକ ସମୟରେ ମାଷ୍ଟର ଷ୍ଟ୍ରୋକ ମାରି ବେଶ ଚର୍ଚ୍ଚାରେ ରହିଥାନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗର୍ଭବତୀ ମହିଳା ଠୁ ନେଇ ଶିଶୁ ଜନ୍ମ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯୋଜନା ଗୁଡିକ ଦୀର୍ଘ ମିୟାଦି ନ ହୋଇ ଅଧ
Read More...

କୁଟୁରାପାଲି ହାଇସ୍କୁଲରେ ବନ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟୁରାପାଲି ପଞ୍ଚାୟତ ହାଇସ୍କୁଲସ୍ଥିତ ଧନ୍ଵନ୍ତରୀ ଇକୋ କ୍ଲବ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମୁକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ସାର ସମସ୍ୟାରେ ଚାଷ ଓ ଚାଷୀ ବନ୍ଧା

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାଷୀମାନେ ଚାହିଦା ମୁତାବକ ସାର ପାଉନଥିବାରୁ ପାଟଣାଗଡ଼ ଉପଖଣ୍ଡରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଜଳସେଚନର ଖାସ ବ୍ୟବସ୍ଥା ନଥିବାରୁ ଉପଖଣ୍ଡର ଚାଷ ବିଶେଷତଃ ବର୍ଷା ଜଳ ଉପରେ ନିର୍ଭର କରିଥାଏ । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ତଥା
Read More...