Monthly Archives

July 2021

କନ୍ଧମାଳ ପର୍ଯ୍ୟବେକ୍ଷକଙ୍କ ଦିନିକିଆ କ.ନୂଆଗାଁ ଗସ୍ତ : ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ସୁଦୃଢ କରିବାକୁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ
Read More...

ବରିଷ୍ଠ କଳାକାର ସଂଘର ସ୍ୱତନ୍ତ୍ର ସଭା : ଜୀବନ ଜୀବିକା ନେଇ ସଂଗଠିତ ହେଲେ କଳାକାର ଗୋଷ୍ଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହୀତୈଷୀ ମହାମଞ୍ଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଗତକାଲି ଦିବା ଏଗାର ଟାରେ ବ୍ରହ୍ମପୁର ମହାନଗରର ଶୁଭାରାଓଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୬୩୮୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବନ ମହୋତ୍ସବ ଅଭିଯାନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା(ଘୋରଡିଆ)ର ଜାତୀୟ ସବୁଜ ବାହିନୀ(ଇକୋ କ୍ଲବ) ପକ୍ଷରୁ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସଂଜୟ କୁମାର
Read More...

ଓଡିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ୫୦ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ପରିସରରେ ଏନ୍‌ଏସି ବିଜେଡି ପକ୍ଷରୁ ଶୁକ୍ରବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇ
Read More...

ଅଗଷ୍ଟ ୧ରୁ ଲାବରୋଟୋରୀ ଟେକ୍ନିସିଆନ କଳା ବ୍ୟାଜ ପିନ୍ଧିବେ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାର ଲାବରୋଟୋରୀ ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଏଭଳି କିଛି ଦାବୀ ଗୁଡିକୁ ଅଣଦେଖା କରି ଶୁଣି ନଥିବାକୁ ନେଇ ଅଗଷ୍ଟ ୧ ରବିବାର ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରୀ
Read More...

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟଳୟର ନୂତନ କୋଠା ପାଇଁ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠାରେ ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟ କୋଠାର ପ୍ରକଳ୍ପ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବଙ୍କ ପକ୍ଷରୁ ୱାର୍କ୍‌ସ୍‌ ବିଭାଗ ସଚିବଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ପ୍ରଦାନ କରାଯାଇଛି ।
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଭା ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍‌ର ନିର୍ଦ୍ଦେଶକ
Read More...

ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଟେପ୍ରେନ ଗାଁର ବିଶିଷ୍ଟ ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ର(୬୧)ଙ୍କ ଶୁକ୍ରବାର ଦିନ ସକାଳ ପ୍ରାୟ ୫ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ପଙ୍କଜିନୀଙ୍କ ଶେଷ ସମୟରେ ସ୍ୱାମୀ ଶଙ୍କର୍ଷଣ ମିଶ୍ର ତାଙ୍କ ୨
Read More...

ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ପ୍ରଧାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଆଜି ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପ୍ରଧାନ ନିଜର କାର୍ୟ୍ୟକାଳ ମଧ୍ୟରେ ବରଗଡ
Read More...