Monthly Archives

July 2021

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ପାଳନ କଲା ୨୨ତମ କାର୍‌ଗିଲ୍‌ ବିଜୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ କାର୍ଯ୍ୟାଳୟ ପରିସରରେ ୨୨ତମ କାର୍‌ଗିଲ୍‌ ବିଜୟ ଦିବସ ପାଳନ କରିଛି । ଏହି ଅବସରରେ ବଲାଙ୍ଗିର ମାଟିର ସହିଦ ଥବିର ବୁଡେକ, ସହିଦ ସୁମନ୍ତ ପଧାନ, ସହିଦ କିଶୋର ମଲ୍ଲିକ, ସହିଦ
Read More...

ବଲାଙ୍ଗିର ପହଞ୍ଚିଲା କୋସଲ ସ୍ୱାଭିମାନ ପଦଯାତ୍ରା : ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ସ୍ୱାଭିମାନ ଯାତ୍ରା ଆଜି ସକାଳୁ ବଲାଙ୍ଗିର ସହରକୁ ପହଞ୍ଚିଛି । ଏହି ଅବସରରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିରର ବିଭିନ୍ନ ସଂଗଠନ ସ୍ୱାଭିମାନ ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନ ଜଣାଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ଆକ୍ରାନ୍ତଙ୍କ ପ୍ରାଣନେଲା କରୋନା । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ରେ ପହଞ୍ଚିଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୦
Read More...

ଅସହାୟ ପରିବାରଙ୍କୁ ରୋଟାରୀ କ୍ଲବ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ସମୟରେ ପ୍ରତ୍ୟେକ ଅସହାୟ ଓ ଅଭାବରେ ଥିବା ପରିବାର ନିକଟରେ ସାହାଯ୍ୟ ପହଞ୍ଚାଇବା ନିମନ୍ତେ ଥିବା ରୋଟାରୀ ସଂସ୍ଥାନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ରୋଟାରୀ କ୍ଲବ ବ୍ରହ୍ମପୁର ଆନୁକୂଲ୍ୟରେ ଛତ୍ରପୁର ରୋଟାରୀ କ୍ଲବର ମିଳିତ ସହଯୋଗରେ
Read More...

ମାସ୍କୋ ଏବଂ କାର୍ପ୍ ଦ୍ଵାରା ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାସ୍କୋ ଏବଂ କାର୍ପ୍‌ ଦ୍ଵାରା ଏକ ପରିବେଶ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁରସ୍ଥିତ ଗୋଷାଣୀନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସରସ୍ଵତୀ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୮୩୮୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୮୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିଜେପି ପକ୍ଷରୁ ବରିକେଲ ମଣ୍ତଳ ଦ୍ୱିତୀୟ କାର୍ଯ୍ୟକାରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଳ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଖୁଟ୍‌ପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ
Read More...

ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ୩ ଭଉଣୀ ପାଇଲେ ସରକାରୀ ସହାୟତା

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ମଝିପାଟଣା ଗାଁରେ ୩ ଅନାଥ ଶିଶୁ ଅସହାୟ ଅବସ୍ଥାରେ ରହୁଥିଲେ । ଗ୍ରାମର ଦୁର୍ଯ୍ୟାଧନ ମଲ୍ଲିକଙ୍କ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ୩ ବର୍ଷ ତଳେ ତାଙ୍କ ପତ୍ନୀ ଜଣ୍ଡିସରେ ମୃତ୍ୟୁବରଣ କରିଥିଲେ । ବଡ ଝିଅ ନିରୁପମା ୧୦ ପାସ
Read More...

ମିଶନ ଶକ୍ତି ଗୃହ ଉଦ୍‌ଘାଟନ କଲେ ବିଧାୟକ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତରେ ଗତକାଲି ମିଶନ ଶକ୍ତି ଗୃହ ଉଦଘାଟନ କରିଛନ୍ତି ବିଧାୟକ ସାଲୁଜା । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁର ହୋଇଥିବା ୩୫ ଜଣ ହିତାଧୀକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିବା ବେଳେ ଏହି
Read More...