ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ତ୍ରୟ ମାସିକ କାର୍ଯ୍ୟକାରିଣୀ ବୈଠକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଦିବା ୨ ଘଣ୍ଟା ସମୟରେ ଅଖିଲ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ବଲାଙ୍ଗିର ଜିଲ୍ଲାର ତ୍ରୟ ମାସିକ କାର୍ଯ୍ୟକାରିଣୀ ବୈଠକ ସଂଗଠନର ଗଣମାଧ୍ୟମ ସଂଯୋଜକ, ବନମାଳୀ ସାହୁଙ୍କ ଆୟୋଜନ କ୍ରମେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଗଠନର!-->…
Read More...
Read More...