Monthly Archives

July 2021

୭୨ତମ ବନୋମହୋତ୍ସବରେ ବୃକ୍ଷରୋପଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବଣ୍ଡା ସଂରକ୍ଷିତ ଜଙ୍ଗଲରେ ଜିଲ୍ଲା ଜଙ୍ଗଲ ପରବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିବା ବନୋମହୋତ୍ସବରେ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଡିଏଫ୍‌ଓ ସମୀର କୁମାର
Read More...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ : ଖୋଲା ଆକାଶ ତଳେ ବିତୁଛି ଜୀବନ

ବେଲପଡା, (କରୁଣାକର ବୁଡେକ) : ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆବାସ ଯୋଜନାଠୁ ଆରମ୍ଭ କରି ବହୁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସମସ୍ତଙ୍କ ଗରିବ ପରିବାରକୁ ପାଇଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଛନ୍ତି । ହେଲେ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀ ଏବଂ ସ୍ଥାନୀୟ ଲୋକ
Read More...

ବେସାହାରା ପୁଅ ଝିଅଙ୍କ ଦୁଃଖ ଶୁଣିଲେ ପୂର୍ବତନ ସଂସାଦ : ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକ ସୁଲେକେଲା ଗାଁରେ ରହୁଥିବା ବେସାହାରା ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଲିକେଶ ନାରୟଣ ସିଂଦେଓ ଏବଂ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ପରିବାର ଲୋକଙ୍କ ପାଖରେ ପହଁଚି ନଥିବାରୁ କ୍ଷୋଭ ପ୍ରକାଶ
Read More...

ରାଜ୍ୟସଭା ସାଂସଦର ସୁବାଶ ଚନ୍ଦ୍ର ସିଂଙ୍କର ଆଦୃତ ଅନୁଷ୍ଠାନ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସଭା ସାଂସଦ ସୁବାଶ ଚନ୍ଦ୍ର ସିଂଙ୍କର ବଲାଙ୍ଗିର ଗସ୍ତ ସମୟରେ ସେ ପାଟଣାଗଡ଼ ରୋଡ ସ୍ଥିତ ଆଦୃତ ଶିଶୁ ସଦନ ପରଦର୍ଶନରେ ଯାଇଥିଲେ । ତାଙ୍କ ସହିତ ଜିଲ୍ଲା ରେଡକ୍ରସ ସୋସାଇଟିର ପୃଷ୍ଠପୋଷକ ତଥା ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମଧ୍ୟ ଯୋଗ ଦେଇଥିଲେ ।
Read More...

ସଇଁନ୍ତଲା ବ୍ଳକରେ ମନରେଗା ଯୋଜନାରେ ମହା ଦୁର୍ନୀତି : ଦାଦନ ଗଡ଼ରେ ଶ୍ରମିକ ବଦଳେ ମେସିନ ଭରସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ନିଜ ପେଟପାଟଣା ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରମିକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଆନ୍ତି । ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ମାନଙ୍କୁ କାମ ଯୋଗଇବାରେ ପ୍ରଶାସନର ଅବହେଳା ଯୋଗୁଁ
Read More...

ଉତ୍ତମ ବେହେରା ଏବଂ ପ୍ଲାବିନୀ ପାଢ଼ୀ ପାଇବେ ଚଳିତ ବର୍ଷର ପ୍ରମୋଦ ସ୍ମୃତି ସମ୍ମାନ

ସମ୍ବଲପୁର, (କରୁଣାକର ଶତପଥୀ) : ବିଶିଷ୍ଟ ଅଭିନେତା ଉତ୍ତମ ବେହେରା ଏବଂ ଅଭିନେତ୍ରୀ ପ୍ଲାବିନୀ ପାଢୀ ଚଳିତ ବର୍ଷର ମର୍ଯ୍ୟଦା ସମ୍ପନ୍ନ ପ୍ରମୋଦ ସ୍ମୃତି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ବୋଲି ଆବାହକ ଡ.ଦ୍ଵାରିକା ନାଥ ନାୟକ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଉଭୟ ନାଟ୍ୟଶିଳ୍ପୀ ନବେ ଦଶକର
Read More...

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ । ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ । ଚଳିତ ବର୍ଷ ଫର୍ମ ପୂରଣ ଲାଗି କୌଣସି ଫି ଦେବାକୁ ପଡ଼ିବ ନାହିଁ । ଆସନ୍ତା ୧୪ ତାରିଖ
Read More...

ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ ଆଜି

ନୂଆଦିଲ୍ଲୀ : ଆଜି ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ । ତେବେ ଜୁଲାଇ ୫କୁ ଇସ୍ତଫା ଦେବା ପାଇଁ ବେଜୋସ୍ ବାଛିଛନ୍ତି । କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ । ତେବେ ୫୭ ବର୍ଷିୟା ଜେଫ୍‌ ବେଜୋସ୍‌ ଆମାଜନ ମୁଖ୍ୟ ପଦ ଛାଡିବା ପରେ ଏକ୍‌ଜ୍ୟୁକିଟିଭ୍‌
Read More...

ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତା : ଗଞ୍ଜାମରୁ ୨୦ ପ୍ରତିଯୋଗୀଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତା । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ ହୋଇଥିବା ଜଣାଯାଇଛି । କରୋନା ମହାମାରୀ କାରଣରୁ ବିଭିନ୍ନ ଜାତୀୟ
Read More...

ବିଜେପି ପକ୍ଷରୁ ଛତ୍ରପୁର ସାମ୍ବାଦିକଙ୍କୁ କୋରନା ଯୋଦ୍ଧା ଭାବେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରୁ ପ୍ରତିନିଧିତ୍ଵ କରୁଥିବା ସମସ୍ତ ଖବରକାଗଜ ଓ ଇଲେକ୍ଟ୍ରୋନିସ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେପି ଛତ୍ରପୁର କାର୍ଯ୍ୟାଳୟ ପକ୍ଷରୁ କୋଭିଡ଼ ଯୋଦ୍ଧାଭାବେ ଉଚ୍ଛ୍ୱସିତର ସହ ସମ୍ମାନୀତ କରାଯାଇଛି ।
Read More...