Daily Archives

କାଦୁଅ ରାସ୍ତା ଦେଇ ଯାତାୟାତ କରୁଛନ୍ତି ଦାବଜୁରୀ ଗ୍ରାମବାସୀ : ମନ୍ତ୍ରୀଙ୍କ ପାଖରେ ରାସ୍ତା ନିର୍ମାଣ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏବେ ବି ଅନେକ ଗାଁ ଲୋକେ ମୌଳିକ ସମସ୍ୟାରୁ ବଂଚିିତ ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅନେକ ଗ୍ରାମକୁ ପକ୍କା
Read More...

ଖୁବ୍‌ ଶୀଘ୍ର ଆଦର୍ଶ ବିଦ୍ୟାଳୟର ରାସ୍ତା ନିର୍ମାଣ ହେବ ବୋଲି ମତ ରଖିଲେ ବିଧାୟକ ସରୋଜ

ପାଟଣାଗଡ, (ଗୋରେଖନାଥ ବରିହା) : ଗତ ୨୪ ତାରିଖ ଦିନ ‘ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ’ ଶୀର୍ଷକରେ କୋଶଳ ପ୍ରବାହରେ ଖବର ପ୍ରକାଶ ପାଇଥିବା ବେଳେ ଏହି ଖବରକୁ ଆଶିଷ କୁମାର ପୁରୋହିତ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଟ୍ୱିଟ୍‌ କରି ଅବଗତ
Read More...

ବ୍ରେନ୍‌ ଟ୍ୟୁମ୍‌ର ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ନୁଆହାଟ ଗ୍ରାମର ରଞ୍ଜନ ବଳିଆରସିଂହ(୫୨) ବ୍ରେନ ଟ୍ୟୁମର୍‌ ରୋଗରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଏବଂ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ପିପିଲି
Read More...

ବିଧାୟକ ସରୋଜ ମେହେରଙ୍କ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ଗତକାଲି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକର ଆୟୋଜନ ହୋଇଯାଇଛି । ଏଥିରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା । ଶେଷରେ ଡାକ୍ତରଖାନା
Read More...

ତାଲିବାନ ଉପରେ ମୃତ୍ୟୁର ପରୱାନା ନେଇ ମାଡ଼ିବସିଲେ ଆଫଗାନିସ୍ତାନର ସେନା : ୨୪ ଘଣ୍ଟାରେ ଶତାଧିକ ଆତଙ୍କବାଦୀ ନିହତ

କାବୁଲ : ତାଲିବାନ ଉପରେ ଦେଶବ୍ୟାପୀ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ୧୨ ହଜାର ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଖବର ଅନୁଯାୟୀ, କେବଳ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସୈନ୍ୟବାହିନୀ ଦ୍ୱାରା ଏକାଧିକ ଆକ୍ରମଣରେ ଅତି କମ୍‌ରେ ୧୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ
Read More...

ମ୍ୟୁନିସିପାଲ କଲୋନୀ ପୋଖରୀରେ ଲକ୍ଷ ଲକ୍ଷ ଟଙ୍କାର ମାଛ ମଡକ : ପରିବେଶ ପ୍ରଦୂଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୩୫ ନମ୍ବର ୱାର୍ଡର ମ୍ୟୁନିସିପାଲ କଲୋନୀ ପୋଖରୀରେ ଲକ୍ଷ ଲକ୍ଷ ଟଙ୍କାର ମାଛ ମଡକରେ ପରିଣତ ହୋଇଛି । ଲକ୍ଷଲକ୍ଷ ଟଙ୍କାର ମାଛ ଚାଷ କରାଯାଇଥିବା ଏହି ପୋଖରୀରେ ଜଳ ଦୂଷିତ ହୋଇ ଅବା ଜଳରେ କୌଣସି ନା କୌଣସି
Read More...

ମଣିଷ ଚାଳଣ ବିରୋଧୀ ଦିବସ ବିଷୟରେ ନବସଂଚାର

କଂଟାବାଞ୍ଜି, (ମନୀଷ କୁମାର ହଂସ) : ଗତକାଲି ନବସଂଚାର ମାଧ୍ୟମରେ ନେସେନାଲ ଇନିସିଏଟିଭ୍ ଅନ୍ ମାଇଗ୍ରେସନ ତରଫରୁ ମଣିଷ ଚାଳଣ ବିରୋଧୀ ଦିବସ ବିଷୟରେ ନବସଂଚାର ଅନୁଷ୍ଠିତ ହୋଇଯାଇଛି । ଇନିସିଏଟିଭ୍‌ର ଜାତୀୟ ଆବାହକ ଡ. ସଂଜୟ କୁମାର ମିଶ୍ରଙ୍କ ଆବାହନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଚାଇନାରେ କରୋନା ଜୀବାଣୁ ବିପଦ ପୁଣି ବଢ଼ିଲା : ବେଜିଂ ଓ ଅନ୍ୟାନ୍ୟ ସହରରେ ହଠାତ୍ ସଂକ୍ରମଣ ଘନଉଛି

ବେଜିଂ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ପୁଣି ଫେରିଛି । ଏଠାରେ କୋଭିଡ -୧୯ର ଡେଲଟା ଭାରିଆଣ୍ଟର ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଚାଇନାର ରାଜଧାନୀ ବେଜିଂ ସମେତ ୧୫ଟି ସହର ବଢ଼ୁଥିବା ସଂକ୍ରମଣ ମାମଲା ସହ ଲଢେ଼ଇ କରୁଛନ୍ତି । ଡିସେମ୍ବର ୨୦୧୯ରେ ଉହାନରେ ଭାତାଣୁ ବିସ୍ତାର ହେବା
Read More...

ଛତ୍ରପୁର ବ୍ଲକସ୍ତରୀୟ ମେଗା ସମନ୍ୱୟ ଋଣ ମେଳା -୨୦୨୧

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁରଠାରେ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣ ମେଳା ଆୟୋଜନ କରାଯାଇ ୫୪୫ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୧୯ ଗୋଟି ବ୍ୟାଙ୍କ ଶାଖା ମାଧ୍ୟମରେ ୧୨ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର
Read More...

+୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ବାହାରିବ

ଭୁବନେଶ୍ୱର : +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ବାହାରିବ । ଛାତ୍ରଛାତ୍ରୀମାନେ ଏଥିପାଇଁ https://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ତେବେ ଖୁବଶୀଘ୍ର କଳା ଓ ଧନ୍ଦାମୂଳକ
Read More...