Daily Archives

ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହରୀ କଟକଣା ଯୋଗୁଁ ଦୀର୍ଘ ୭ମାସ ହେଲା ସ୍କୁଲ, କେଲେଜ ବନ୍ଦ ହେତୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଘୋର ବ୍ୟାଘତ ଘଟିଥିଲା । ଯାହା ହେଉ ସରକାରଙ୍କ ପରବର୍ତ୍ତୀତ ନିଷ୍ପତି ଅନୁଯାୟୀ ସମଗ୍ର ଓଡିଶାରେ ୧୦ମ ଓ
Read More...

ବିଡିଓଙ୍କ ହସ୍ତକ୍ଷେପ ପରେ ବିଶ୍ୱନାଥ ପାହଡ ଉପରକୁ ପାନୀୟ ଜଳ ଯୋଗାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବିଶ୍ୱନାଥ ପାହଡର ଶୀର୍ଷରେ ଥିବା ବାବା ବିଶ୍ୱନାଥ ଦେବଙ୍କ ବିଜେସ୍ଥଳି ରହିଛି । ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ପାହଡ ଶିର୍ଷକୁ ଅଚାନକ ପରିଦର୍ଶନରେ ପହଂଚିଥିଲେ । ସେଠାରେ ଦେଖିବାକୁ ପାଇଥିଲେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୬୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରେ ୫୩୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୭୭୪୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୯୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

କେନାଲକୁ ଗାଧୋଇବା ପାଇଁ ଯିବା ହେଲା କାଳ : ବାପା ଆଗରେ ଚାଲିଗଲା ପୁଅର ଜୀବନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ । କେନାଲ ପାଣିରେ ଗାଧୋଉ ଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ମାର୍କଣ୍ଡ ବାଗ(୩୦) । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର
Read More...

ମା’ସାହାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଜି ସଂଘର କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...