Daily Archives

ଆଜି ସଇଁନ୍ତଲା ବ୍ଲକରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡାଙ୍କ କବିତା ସଙ୍କଳନ “ତେଜ୍ ପତର୍” ଉନ୍ମୋଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିଜ ହାସ୍ୟ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ଖୁବ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଠ ହାସ୍ୟକବି ସଚ୍ଚିଦାନନ୍ଦ ପଣ୍ଡା ନିଜ ଜୀବନରେ ବହୁତ କବିତା ଲେଖିଛନ୍ତି । ଗତକାଲି ସ୍ଥାନୀୟ ଅଗ୍ରଗାମୀ ଯୁବକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରାକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୪ରୁ ଜଣେ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ
Read More...

୩ ଫୁଟର ନାଗସାପ ଉଦ୍ଧାର କଲେ ବିଶ୍ଵଜିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମର ଲଛମନ ଛତ୍ରିଆଙ୍କ ଘରେ ନାଗସାପ ରହି ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିଶ୍ଵଜିତ ତାଣ୍ଡିଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିଶ୍ଵଜିତ ପହଞ୍ଚି ୩ ଫୁଟର ନାଗସାପକୁ ଉଦ୍ଧାର କରି
Read More...

ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟରେ ଥିବା ମାବର୍ଲ ଫଳକ ଲାଗିବ ନା’ ଖତ ଖାଇବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ସ୍ଥାନୀୟ ପ୍ରତିନିଧି ମାନେ ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ଘର ହାତେଇ ନେଇ ଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ବ୍ଳକରେ ବ୍ୟାପକ
Read More...

ବିବିଧ ସମସ୍ୟା ଓ ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାର ହେଡ-କ୍ୱାଟର ଛତ୍ରପୁରସ୍ଥ ବିଦ୍ୟୁତ ବିଭାଗୀୟ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ୮ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର
Read More...

ପାଉଁରୁଟି ବିକି ପରିବାର ଚଳାଉଛି ଦଶ ବର୍ଷର ବାଳକ ସୁମନ୍ତ : ସରକାରୀ ଯୋଜନା ତା’ ପାଇଁ ସାତ ସପନ ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଭବିଷ୍ୟତ ନିଜ ପରିବାର ପୋଷଣ ପାଇଁ ବୁଲି ବୁଲି ବିକ୍ରି କରୁଛି ପାଉଁରୁଟି । ଯେଉଁ ହାତରେ ବର୍ତ୍ତମାନ ଖାତା, କଲମ, ବହି ବସ୍ତାନୀ ଧରିବା କଥା, ସେହି ହାତରେ ଏବେ ବିକ୍ରି କରିବାକୁ ପଡୁଛି ପାଉଁରୁଟି । କଅଁଳ ବୟସରେ ପରିବାରର ବୋଝ । ବାପା ମା'
Read More...

ସ୍ୱତନ୍ତ୍ର ମିଳିତ ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ, ୬ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ
Read More...

ଡଭାଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମଠାରେ କୋଭିଡ଼ ସଚେତନତା ରଥକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ୱାସ୍ଥ୍ୟ ପରିଦର୍ଶକ ବାସୁଦେବ ଗଡ଼ତିଆ, ସ୍ୱାସ୍ଥ୍ୟ କର୍ମୀ ଲଳିତା ମହାରଥା ଅଙ୍ଗନୱାଡ଼ି କର୍ମୀ ପ୍ରଭାବତୀ
Read More...

ପୁଅ ସହିତ ଅଶ୍ଳୀଳ ନୃତ୍ୟ କରିବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ମହିଳା ଆୟୋଗ ଏଫ୍ଆଇଆର୍ ଦାବୀ କଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଯାଇ ଜଣେ ମହିଳା ଲଜ୍ଜାଜନକ ଭାବରେ ସମସ୍ତ ସୀମା ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ନିଜ ନାବାଳକ ପୁଅ ସହିତ ମହିଳା ଜଣକ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
Read More...