Daily Archives

ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ୨୦ ଜୁଲାଇ ୨୦୨୧ରେ ରାଜଭବନ ଠାରେ ଏକ କାର୍ଯ୍ୟକ୍ରମ
Read More...

ଘଣ୍ଟି ସାହିତ୍ୟ ଘର ଚିପିଲିମାର ଅନ୍‌ଲାଇନ୍‌ ମାଧ୍ୟମରେ କବିତା ଆସର ଅନୁଷ୍ଠିତ

ସଇଁନ୍ତଲା. (କେପିଏନ୍‌ଏସ୍‌) : ଗତକାଲି ଘଣ୍ଟି ସାହିତ୍ୟ ଘର ଚିପିଲିମାର ଅନ୍‌ଲାଇନ୍‌ ମାଧ୍ୟମରେ ତାର ୧୩ ତମ କବିତା ଆସର ଅନୁଷ୍ଠିତ ହୋଟଯାଇଛି । ଏଥିରେ ଛଅ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ସେମାନେ ହେଲେ ଭୂବନେଶ୍ୱରର ଆଶୁତୋଷ ମେହେର, ସୁନ୍ଦରଗଡର ଫିରୋଜ କୁମାର ପଟେଲ, ବଲାଙ୍ଗିର
Read More...

ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଜାତି ଉଦ୍ଦେଶ୍ୟରେ ଏହାର ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ କୋଭିଡ୍ କଟକଣା ଅନୁସରଣ କରି ମଙ୍ଗଳବାର ଦିନ ଭୁବନେଶ୍ୱର ରାଜଭବନ ପରିସରରେ ଏକ ଆଭାସୀ
Read More...

ନିମ୍ନ ମାନର ପାଣି ପାଇପ ବିଛାଇ ଠିକାଦାର ମାଲେମାଲ୍‌ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଘରକୁ ଘର ଶୁଦ୍ଧ ପାଣି ଲୋକେ ପାଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ କାମ ଆରମ୍ଭ ହୋଇଯାଇଥିବା ବେଳେ ନିମ୍ନ ମାନର ପାଇପ ବିଛାଇ ଠିକାଦାର ବାବୁ ଜଣକ ମାଲେମାଲ୍‌ ହେଉଥିବା
Read More...

ମହିଳା କୃଷି ଉଦ୍ୟୋଗୀ ସନ୍ଧ୍ୟାରାଣୀ କୁମାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାବାର୍ଡ଼ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭର୍‌ଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୪୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୨ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ଜଣ
Read More...

ଟ୍ରକ୍ ଧକ୍କାରେ ଏମ୍‌ସିଏଲ୍‌ କର୍ମଚାରୀଙ୍କ ପ୍ରାଣଗଲା

ପରଜଙ୍ଗ : ଟ୍ରକ୍ ଧକ୍କାରେ ଏମ୍‌ସିଏଲ୍‌ କର୍ମଚାରୀଙ୍କ ପ୍ରାଣଗଲା ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏମ୍‌ସିଏଲ୍‌ କର୍ମଚାରୀ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ୱାଳ ସବୁଦିନ ଭଳି ଆଜି ସକାଳୁ ତାଳଚେର ଡ୍ୟୁଟିକୁ ଯାଉଥିବା ବେଳେ ଏନ୍‌ଏଚ୍‌୫୩ ହାତିଲୁଚାଣି ଛକ ନିକଟରେ
Read More...

ୟୁପିର ୧୪ଟି ସହରରେ ୭୦୦ ବୈଦ୍ୟୁତିକ ବସ୍ ଚାଲିବ

ଲଖନଉ : ବୃଦ୍ଧି ପାଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ପରିବେଶର ଉନ୍ନତି ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ୧୪ଟି ସହରରେ ବୈଦ୍ୟୁତିକ ବସ୍ ଚଳାଇବାକୁ ଯାଉଛନ୍ତି । ରାଜ୍ୟବାସୀଙ୍କୁ ଆରାମଦାୟକ ତଥା ଶସ୍ତା ଭ୍ରମଣ ସୁବିଧା ଯୋଗାଇବା ପାଇଁ ଏହି ବସ୍ ଗୁଡିକର ଭଡା ସାଧାରଣ ବସ୍ ସହିତ ସମାନ
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ତପଙ୍କ ପରିବାର ପାଇଲେ ସରକାରୀ ସହାୟତା

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣାଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ତେବେ ଲକଡାଉନ ସମୟରେ ତାଙ୍କ ସ୍ତ୍ରୀ ତପ ରଣା କାମ ନ ପାଇ ଘରେ ରହୁଥିଲେ । ତାଙ୍କର ପରିବାର ରେ ୨ ପୁଅ ଓ ଗୋଟିଏ ଝିଅ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୯୬୮୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୧୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...