Daily Archives

ସାର ବିକ୍ରେତାଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ନାହିଁ : ମନମୁଖୀ ଦର ଧାର୍ଯ୍ୟ କରି ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ବର୍ଷ ଖରିଫ ଚାଷକୁ ନେଇ ଚାଷୀ ସନ୍ଦୀହୀନ ହେଉଛି । ବର୍ଷା ଆଶାନୁରୂପ ହେଉନଥିବା ଯୋଗୁଁ ପାଟଣାଗଡ଼ ଉପଖଣ୍ଡରେ ଅନେକ ସ୍ଥାନରେ ବେଉଷଣ ଓ ପହ୍ଲା ରୁଆ କାମ ଠପ୍ ହୋଇଯାଇଛି । ପାଣିର ସୁବିଧା ଥିବା ଜମି ଗୁଡ଼ିକରେ କିଛି ମାତ୍ରାରେ ବେଉଷଣ ଓ ରୁଆ କାମ
Read More...

ଗାଇସିଲାଟ ତହସିଲରେ ବିଷ ପିଇଲେ ଗଜିନ୍ଦ୍ର ବାରିକ : ଜମିପଟା ନହେବା କାରଣରୁ ଆତ୍ମହତ୍ୟା ଉଦ୍ୟମକୁ ନେଇ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ରାଇସଲ ପଦର ଗ୍ରାମର ଗଜିନ୍ଦ୍ର ବାରିକ ଗତକାଲି ସକାଳ ୯.ଘ ସମୟରେ ୫୦୫ ନାମକ ଏକ ବିଷପାନ କରିଥିଲେ । ଲୋକେ ମୁମୁର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଏହି ବ୍ୟକ୍ତିଙ୍କୁ ଦେଖୁଥିଲେ । ଘଟଣା ସ୍ଥଳକୁ କିଛି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୦୧୬୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୮୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ମୌସୁମି ଅଧିବେଶନରେ ନୃସିଂହନାଥ ମନ୍ଦିରର ପଥା ଉଠାଇଲେ ସାଂସଦ ସୁରେଶ ପୂଜାରୀ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ମୌସୁମି ଅଧିବେଶନର ପ୍ରଥମ ଦିବସରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ବରଗଡ ଜିଲ୍ଲାର ନୃସିଂହନାଥ ମନ୍ଦିର, ଗନିଆଁପାଲିର ବୌଦ୍ଧ ବିହାର, ସ୍ୱାଧୀନତା ସଂଗ୍ରାମର ମୂକସାଖି ବାରପାହାଡ ଜଙ୍ଗଲ, ଶହୀଦ ମାଧୋ ସିଂଙ୍କ ନିବାସସ୍ଥଳି ଘେଁସ ଏବଂ ଝାରସୁଗୁଡ଼ା
Read More...

ବିଶିଷ୍ଟ ସ୍ୱର୍ଣ୍ଣ କାରିଗରଙ୍କ ଦେହାନ୍ତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ତାଳଚେର ସହରର କଂସାରି ଜାତିର ବିଶିଷ୍ଟ ସ୍ୱର୍ଣ୍ଣ କାରିଗର କୈଳାଶ ଚନ୍ଦ୍ର ମହାପାତ୍ରଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବର ସୂଚନା ମିଳିଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ସ୍ୱର୍ଣ୍ଣ କାରିଗର ମାନଙ୍କର ଦୋକାନ ବଜାର ବନ୍ଦ
Read More...

ବିଧାୟକଙ୍କ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୋଇରାଶି ପଞ୍ଚାୟତର ବଡ଼ଚକଡ଼ା ଗ୍ରାମରେ ଏକ କୋଟି ବ୍ୟୟ ଅଟକଳରେ ନିର୍ମାଣାଧିନ ଗୋଶାଳା, କଲ୍ୟାଣ ମଣ୍ଡପ, ରୁରାଲ
Read More...

ଲୋକଙ୍କର ଆନ୍ତରିକତା ହିଁ ସଂସ୍କୃତିକୁ ବଞ୍ଚାଇ ପାରିବ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ପକ୍ଷରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ଆବାହନରେ ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇଥିଲେ ବିଶିଷ୍ଟ ଲୋକ ସଂସ୍କୃତି
Read More...