Daily Archives

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡର ଭାଜପା କାର୍ଯ୍ୟକର୍ତ୍ତା, ଟିଟିଲାଗଡ ବ୍ଲକର ବିଭିନ୍ନ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ
Read More...

ଘରେ ଫୁଟିଲା ୭ ଦୁର୍ଲ୍ଲଭ ବ୍ରହ୍ମ କମଳ : ମହାପ୍ରଭୁ ଜଗନ୍ନାଥଙ୍କୁ କଲେ ଅର୍ପଣ

ବାଲେଶ୍ୱର, (ଅଜିତ କୁମାର ସାହୁ) : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରଶ୍ମିତା ପୃଷ୍ଟିଙ୍କ ଘରେ ଦୁର୍ଲ୍ଲଭ ବ୍ରହ୍ମ କମଳ । ଗୋଟିଏ କି ଦୁଇଟି ନୁହେଁ ୭ଟି ଫୁଟିଥିବାର ଦେଖିବାକୁ ମିଳିଛି । ତେବେ ରାତିରେ ସେ ଏହାକୁ ନେଇ ନିଳଗିରି ସ୍ଥିତ ଜଗନ୍ନାଥଙ୍କ ପାଖରେ ଚଢାଇଛନ୍ତି । ଏହା ମହାପ୍ରଭୁ
Read More...

ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷର…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁକ୍ଳ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ)ର
Read More...

ହରଭଙ୍ଗାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ହରଭଙ୍ଗା ଗ୍ରାମ କୁମାରୀ ଜଙ୍ଗଲରେ ରବିବାର ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏକ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅର୍ଜୁନ, ଆମ୍ବ, ଜାମୁକୋଳି, କାଜୁ ଓ କରଞ୍ଜ ମଞ୍ଜିକୁ ଜଙ୍ଗଲ ଜମିର ଚାରିଆଡ଼େ ରୋପଣ
Read More...

ବରାହ ଜାଲରେ ପଡି ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରାହ ଜାଲରେ ପଡି ଜଣଙ୍କ ମୃତ୍ୟୁ ଘଟଛି । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖର୍ଲିକାନିର ମିର୍ଧାପଡ଼ାରେ ଘଟିଛି ଏଭଳି ଅଘଟଣ । ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ବରାହ ଧରିବାକୁ ବ୍ୟବହାର କରାଯାଇଥିବା ବିଦ୍ୟୁତ ଜାଲରେ ପଡ଼ି ପ୍ରାଣ ହରାଇଛନ୍ତି ମିର୍ଧାପଡାର
Read More...

ବଲାଙ୍ଗିର ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ର ଚିନ୍ମୟ ସାହୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ଉପସ୍ଥିତିରେ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦଙ୍କ ନେତୃତ୍ୱରେ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ର ଚିନ୍ମୟ ସାହୁଙ୍କୁ ଜିଲ୍ଲା
Read More...

ଶିବତଲା ହରଗୌରୀ ମନ୍ଦିର ପରିସରରେ ବନ ମହୋତ୍ସବ ପାଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଯେଉଁଆଡ଼େ ଦେଖିଲେ ଏବେ ଚାଲିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଜଙ୍ଗଲ ବିଭାଗ ମଧ୍ୟ ଏହି ସବୁ କାର୍ଯ୍ୟକ୍ରମ ଦେଖି ବହୁତ ଉତ୍ସାହିତ ହେଉଛି । ଆଜି ଶିବତଲାର ଶ୍ରୀ ଶ୍ରୀ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଅନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବରପୁତ୍ରଙ୍କର ପ୍ରତିମୂର୍ତ୍ତୀ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପୁତ୍ର ମାନେ ଆମ ସମାଜର ସମ୍ପତ୍ତି ଅଟନ୍ତି । ସେ ମାନଙ୍କର ଦର୍ଶନ ହିଁ ସମାଜକୁ ଶତପଥରେ ଚାଲିବା ପାଇଁ ପ୍ରେରଣା ଯୋଗାଇ ଦେଇଥାଏ । ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିବା ପାଇଁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନ ବରଗଡର ବରିଷ୍ଠ ଗୋଷ୍ଠୀ
Read More...

ରାସ୍ତା କାମ ସରିଲା : ପୁଣି ମରାମତି ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକଠାରୁ ଭୋଇପାଲିଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ରାସ୍ତା ତିଆରି ପାଇଁ ବିଭିନ୍ନ ସମୟରେ ଜନସାଧାରଣ, ବିଭିନ୍ନ ପତ୍ର ପତ୍ରିକା, ଫେସବୁକ୍, ସୋସିଆଲ ମିଡିଆରେ
Read More...

ହରିଶଙ୍କର ବନାଞ୍ଚଳରୁ ୬ ଓ ୮ ଫୁଟ ଲମ୍ବର ଦୁଇ ଅଜଗର ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା ଓ ୱ।ଲାଇଭ୍ ସ୍କ୍ୱାର୍ଡଙ୍କ ସହ ହରିଶଙ୍କରରୁ ଖପ୍ରାଖୋଲ ଫେରୁଥିବା ସମୟରେ ଏକ ୮ ଫୁଟ ଲମ୍ବର ଅଜଗର ହରିଶଙ୍କରଛକ ନିକଟରେ ଦେଖିବାକୁ ପାଇଥିଲେ । ବନାଞ୍ଚଳ ଅଧିକାରୀ
Read More...