Daily Archives

ଉନ୍ଦେର ନଦୀ ଅପର ପାଖରେ ଚାରିଟି ପଂଚାୟତକୁ କେନାଲ ଅପହଂଚ ଉପରେ କ୍ରିୟାନୁଷ୍ଠାନ କମିଟୀର ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଉନ୍ଦେର ନଦୀ ଅପର ପାଖରେ ଚାରିଟି ପଂଚାୟତ ଜାମଖୁଣ୍ଟା, ଗନ୍ଧର୍ଲା, ଭୂର୍ଷାଗୁଡା, ଚାନ୍ଦୋତରାର ପାଖାପାଖି ୩୦ଖଣ୍ଡ ଗାଁର ମୌଜା ଉପର ମୁଣ୍ଡ ନୂଆପଡା ଜିଲ୍ଲା ତିଖାଲି ଠାରେ ଦୀର୍ଘ ବର୍ଷ
Read More...

ମାନବିକତା ଦେଖାଇଲେ ଯୁବ ସ୍ୱେଚ୍ଛାସେବୀ ରୂପେନ୍ ଓ ଶଙ୍କର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ସନ୍ଧ୍ୟା ୫.୩୦ ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଚିରୋଲି ଛକ ଠାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ସୂଚନା ମୁତାବକ ବ୍ୟକ୍ତି ଜଣକ ପାଇକମାଲ ପଟୁ ଆସୁଥିବା ବେଳେ ହଟାତ ଚିରୋଲି ଛକ ଠାରେ ଗାଇ ପଲ ଦୌଡି ଆସିଥିଲେ । ଯହା ଫଳରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୧୧ ଜଣ, ବରଗଡ, ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୬ ଲେଖାଏଁ, ସମ୍ବଲପୁର,
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୦ ମସିହାର ବ୍ଲକସ୍ତରୀୟ ବିଜ୍ଞାନ ମେଳାର ଭର୍ଚ୍ଚୁଆଲ ସିଲେକ୍ସନ କରାଯାଇଛି । ଉକ୍ତ ବିଜ୍ଞାନ ମେଲାରେ ପ୍ରାୟ ୨୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା
Read More...

ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ ଆଣି ବ୍ଲକ ଫାଟକ ସମ୍ମୁଖରେ ବିଜେପି ନେତା ଦେଲେ ଧାରଣା : ବିଭିନ୍ନ ଯୋଜନାରେ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାସହୀନ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଗୃହ ଯୋଗାଇ ଦିଆଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ଏହି ଯୋଜନାରେ ମହାଦୁର୍ନୀତି ହୋଇଥିବା ଭାଜପା ଅଭିଯୋଗ ଆଣିଛି । ଏନେଇ ରାଜ୍ୟ ବିଜେପି ସଭାପତିଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୭୪୨୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୧୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଶ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ, (ପିଆଇବି) : ଶ୍ରୀ ଅନୁରାଗ ଠାକୁର ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୭ ବର୍ଷ ମଧ୍ୟରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜୋରଦାର
Read More...

ପ୍ରମୁଖ ବିଜ୍ଞାନ ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ୧୦୦ରୁ ଅଧିକ ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା ପରେ ଦେଶର ପ୍ରମୁଖ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ତାଙ୍କର ଆଲୋଚନା ସମ୍ପର୍କରେ ବିସ୍ତୃତ
Read More...

ଜିଲ୍ଲାପାଳଙ୍କ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ତଥା ବରଗଡ଼ ପୌର ପରିଷଦର ପ୍ରଶାସକ ଶ୍ରୀମତୀ ମୋନିଷା ବାନାର୍ଜୀ ଆଜି ମଳ ଉପଚାର ପ୍ଲାଣ୍ଟର ତଦାରଖ କରିଥିଲେ । ଭଟଲି ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମ ନିକଟରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଳ ଉପଚାର ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ
Read More...