Daily Archives

ପୂର୍ବ ଶତୃତାକୁ ନେଇ ବିଳମ୍ବିତ ରାତିରେ ଗୁଳିକାଣ୍ଡ : ଜଣେ ଯୁବକ ଆହତ

ଅନୁଗୁଳ : ପୂର୍ବ ଶତୃତାକୁ ନେଇ ଗୁଳିମାଡ । ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗୁଲି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

ଗର୍ଭବତୀଙ୍କ ପାଇଁ ଏଣିକି ୧୦୨ ନୁହେଁ ଡାଏଲ ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗର୍ଭବତୀ ଓ ଛୋଟ ଶିଶୁମାନଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି ୧୦୨ ନୁହେଁ, କେବଳ ୧୦୮ ଡାଏଲ କରିବାକୁ ହେବ । ତେବେ ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଗର୍ଭବତୀ ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯ଜଣ, ନୟାଗଡ ଓ ପୁରୀରୁ ୫ ଲେଖାଏଁ, ଗଞ୍ଜାମ ଓ
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ଦରଦାମ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ଶହେ ଟପିଲାଣି । ଏହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ବ୍ଲକ ଆଞ୍ଚଳିକ କମିଟି ପକ୍ଷରୁ ବୁଧବାର ଗଞ୍ଜାମ ବ୍ଲକ
Read More...

ମୋଟରସାଇକେଲ ଦୁର୍ଘଟଣାରେ ତିନି ମୃତ ପରିବାରଙ୍କୁ ସହାୟତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ମୋଟର ସାଇକେଲ ଦୁର୍ଘଟଣାରେ ମୃତକ ପରିବାର ବର୍ଗଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ କୁମାର ଶତପଥୀ ମଙ୍ଗଳବାର କେ.ଟି ନାରାୟଣପୁର ଗ୍ରାମରେ ପହଞ୍ଚି ତିନି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା
Read More...

ବୌଦ୍ଧ ଜିଲ୍ଲାରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ କଜୁଗେଟ୍ ଟୀକା

ବୌଦ୍ଧ, (ବଂଶୀଧର ମାଝୀ) : ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍ କଜୁଗେଟ୍ ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ
Read More...

ଅଜଣା ଗାଡି ଧକ୍କାରେ କଲରା ପତାରିଆ ବାଘର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ନୟାଗଡ ଜିଲ୍ଲା ସୀମାନ୍ତରେ ଥିବା ଜଙ୍ଗଲ ମଧ୍ୟରୁ ଏକ କଲରା ପତରିଆ ବାଘ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମତେ ରାତ୍ରୀ ପ୍ରାୟ ୧୧ଟା ସମୟରେ ବାଘଟି ରାସ୍ତା
Read More...

ବେଲପଡା ବ୍ଲକରେ ବ୍ୟାପୁଛି ନିଶା କାରବାର : ଦାମୀ ଗାଡିରେ ହେଉଛି ଚାଲଣ, ୧୨୦୦ କପ ସିରଫ ସହ ୨ ଜଣକୁ ଗିରଫ କଲା ପୋଲିସ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା କପାଣି ଗାଁରେ ନିଶାକାର ଚାଲଣ ହେଉଥିବା ବେଳେ ଏକଚାରି ଚକିଆ ଟିଭିୟୁ ମିନର୍ଭା ଗାଡିନଂ ଓଡି୦୩ଆର୫୩୨୫କୁ ପୋଲିସ ଅଟକ ରଖିଛି ।ପରେ ପୋଲିସର ଛାନଭିନପରେ ଉକ୍ତ ଗାଡିରୁ ୧୨୦୦ କପ ସିରଫ ଜବତ କରିବା ସହ ଗାଡି ଡ୍ରାଇଭର କାର୍ତ୍ତିକ ହଂସ ଏବଂ ଗାଡି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୦୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୧୨୩୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୧୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...