Monthly Archives

June 2021

ଇଫକୋ ସାରକାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦୀପ, (ଶୁଭ୍ରାଶୁଂ ଶେଖର ପୃଷ୍ଟି) : ପାରାଦୀପଠାରେ ଥିବା ଇଫକୋ ସାରକାରଖାନା ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଇଫକୋ ପାରାଦୀପ ୟୁନିଟର ନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ, ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାଶ ଅତିଥି
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ : ୨୬୬୭ ମୃତ

ନୂଆଦିଲ୍ଲୀ : ୨୪ ଘଣ୍ଟାରେ ୧ ଲକ୍ଷ ୧୪ ହଜାର ୪୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ୨୬୭୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୮ଲକ୍ଷ ୯ ହଜାର ୩୩୯ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ
Read More...

କଣମଣା ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ଵପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେତେକ ଗୁଳ୍ମ ଓ ବୃକ୍ଷ ଜାତୀୟ ଚାରା ରୋପଣ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ଦିବସରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି,
Read More...

ମହିଳାଙ୍କ କଳା କାର୍‌ନାମା ,ବିୟର ପାର୍ଟି ବାହାନାରେ ଲୁଟ୍‌ : ଘରକୁ ଡାକି ସବୁକିଛି ଲୁଟି ନେଉଥିଲେ

ନୋଏଡା : ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗକୁ ୟୁପିର ନୋଏଡାର ସେକ୍ଟର -୩୯ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଏହି ଘଟରାରେ ଦୁଇ ମହିଳା ଏବଂ ତିନି ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ମହିଳା ଓ ଯୁବତୀମାନେ ସୋସିଆଲ ମିଡିଆରେ ତଥା
Read More...

ସମୁଦ୍ରକୂଳ ରାସ୍ତାକଡ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସମୁଦ୍ରକୂଳ ରାସ୍ତାକଡରେ ଥିବା ଏକ ଗଛରେ ଜନୈକ ଯୁବକଙ୍କ ମୃତଦେହ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ଢିଅସାହି ଅଂଚଳର ଇନ୍ଦ୍ରଜିତ ଗୋଛାୟତ(୩୨) ପାରାଦୀପ ନିକଟସ୍ଥ ଷଣ୍ଡକୁଦ ବସ୍ତିରେ
Read More...

କୋଶଲ ସେନା ପକ୍ଷରୁ ଟିଫିନ୍‌ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ସେନା ପକ୍ଷରୁ ଆଜି ସକାଳୁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ ପରିସରରେ ଅସହାୟମାନଙ୍କୁ ଟିଫିନ୍‌ ବଂଟନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କୌସ୍ତୁଭ ସାହୁ, ସରୋଜ ପଧାନ, ବିରେନ୍ଦ୍ର ପଣ୍ଡା, ଅକ୍ଷୟ ସାହୁ, ସୁଶାନ୍ତ ପଧାନ, ଅନୁଭବ ସାହୁ,
Read More...

ଦୀର୍ଘ ଛଅ ବର୍ଷ ହେବ ବସୁଧା ଜଳ ଭଣ୍ଡାର ଅଚଳ : ପାଣି ମୁନ୍ଦେ ପାଇଁ ଡ଼ହଳ ବିକଳ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁ ଲୋକେ ପାଣି ମୁନ୍ଦେ ପାଇବାକୁ ଡ଼ହଳ ବିକଳ ହେଉଥିବା ଲୋକଲୋଚନକୁ ଆସିଛି । ପ୍ରାୟ ଛଅ ବର୍ଷ ହେବ ବସୁଧା ଜଳ ଭଣ୍ଡାର ରହି ମଧ୍ୟ ପାଣି ମୁନ୍ଦେ ପାଇବାରୁ ସେମାନେ ବଞ୍ଚିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ
Read More...

ସିଏମ୍ ଯୋଗୀଙ୍କ ଘୋଷଣା : ସରକାର ପ୍ରତ୍ୟେକ ଅଭାବୀ ଲୋକଙ୍କୁ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସରେ ମାଗଣା ରାସନ ପ୍ରଦାନ…

ଲଖ୍‌ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ରାଜ୍ୟର ସମସ୍ତ ଅଭାବୀ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି ଏବଂ ମାସକ ମଧ୍ୟରେ ପ୍ରତ୍ୟେକ ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଦେବାକୁ ରାଜ୍ୟ
Read More...

ଧର୍ମପରାୟଣ ମହିଳା ରେବତୀ ବେହେରାଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଚାଣ୍ଟିପଦର ଗ୍ରାମର ଧର୍ମପରାୟଣ ମହିଳା ରେବତୀ ବେହେରାଙ୍କ ୫୮ବର୍ଷରେ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ରୁଷୁଡା
Read More...