ଅସହାୟ ମହିଳାଙ୍କ ଘର ମରାମତି କଲେ ସ୍ୱେଛାସେବୀ ସଂଗଠନ
ବେଳପଡା, (ଅଜିତ କମାର ସାହୁ) : ଯାହାର କେହି ନାହିଁ ତାର କିଛି ନାହିଁ । ଯାହାର କେହି ନୁହନ୍ତି ସେ କେମିତି ଜୀବନ ବିତାଉଥିବ ତାକୁ ହିଁ ଜଣା । ଦେଖଣାହାରୀ ଆହା କହିଚାଲିଥିବ କିନ୍ତୁ ସାହାଯ୍ୟ କରେନାହିଁ । ଏମିତି ଏକ ଅସହାୟ ମହିଳା ଯାହାର କେହି ନାହାନ୍ତି, ସ୍ୱାମୀ ପରିତ୍ୟକ୍ତ!-->…
Read More...
Read More...