Monthly Archives

June 2021

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବୀ କରିଛି କଂଗ୍ରେସ । ଏହି କ୍ରମରେ ସାରା ରାଜ୍ୟରେ ସକାଳ ୭ଟାରୁ ୧୧ଟା ପର୍ୟ୍ୟନ୍ତ ୪ଘଂଟା କାଳ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଘୋଷଣା ହୋଇଛି । ତୈଳ ଦର ବୃଦ୍ଧି
Read More...

ରୁଷ୍‌ ପକ୍ଷରୁ ଫେସବୁକ୍ ଏବଂ ଟେଲିଗ୍ରାମକୁ ଜୋରିମାନା

ମସ୍କୋ : ନିଷିଦ୍ଧ ବିଷୟବସ୍ତୁ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗରେ ରୁଷ କର୍ତ୍ତୃପକ୍ଷ ଫେସବୁକ୍ ଏବଂ ଟେଲିଗ୍ରାମ ଆପ୍‌କୁ ଜରିମାନା କରିଛନ୍ତି । ଏହି ପଦକ୍ଷେପ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଢ଼ୁଥିବା ପ୍ରୟାସର ଏକ
Read More...

ମସଜିଦ ଭିତରେ ୧୦ ବର୍ଷର ବାଳିକାକୁ ଯୌନ ନିର୍ୟାତନା, ୪୭ ବର୍ଷୀୟ ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ମସଜିଦ ଭିତରେ ଜଣେ ୧୦ ବର୍ଷର ଜଣେ ବାଳିକାକୁ ଯୌନ ନିର୍ୟାତନା ଅଭିଯୋଗରେ ଜଣେ ୪୭ ବର୍ଷୀୟ ଧର୍ମଗୁରୁକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣା ରବିବାର ଦିନ ଘଟିଛି । କୁହାଯାଉଛି ଯେ, ଧର୍ମଗୁରୁ ଝିଅଟିକୁ ଦିଲ୍ଲୀର ଏକ ମସଜିଦ ଭିତରକୁ ନେଇ
Read More...

ଗର୍ଭଣା ଗ୍ରାମଠାରେ କରୋନା ହେଲଥ କିଟ୍ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମଠାରେ ନ୍ୟୁ କଲଚରାଲ୍‌ ଗୃପ୍‌ ବରଗଡ଼ ତରଫରୁ କରୋନା ହେଲଥ କିଟ୍ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସୁରେଖା ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗର୍ଭଣା ସରପଞ୍ଚ
Read More...

ଆସାମ ସିଏମ୍ ନିବେଦନ କଲେ ମୁସଲମାନମାନଙ୍କୁ : ଦାରିଦ୍ର୍ୟର କାରଣ ଜନସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି, ଫେମିଲି ପ୍ଲାନିଂ…

ଗୁଆହାଟୀ : ଆସାମର ତିନିଟି ଜିଲ୍ଲାରୁ ଜବର୍‌ଦଖଲ୍‌ ହୋଇଥିବା ଜମିରୁ ଅନେକ ପରିବାରକୁ ସ୍ଥାନାନ୍ତରିତ ହେବାର କିଛି ଦିନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍‌ମା ମୁସଲମାନମାନଙ୍କୁ ଦାରିଦ୍ର୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରିବାର ନିୟନ୍ତ୍ରଣ
Read More...

ରକ୍ତଦାନ କ୍ଷେତ୍ରରେ ଅଣ୍ଟା ଭିଡିଛି ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅଣ୍ଟା ଭିଡିଛି
Read More...

ସାବିତ୍ରୀ ଅମାବାସ୍ୟା ଦିନ ବ୍ୟାପକ ବନ୍ଦୋବସ୍ତ ସତ୍ତ୍ୱେ ପୁରୀ ଜିଲ୍ଲା ପ୍ରଶାସନ ଫେଲ ମାରିଲା : ଯୋଗାଇ ହେଲା ନି ଅବଢ଼ା

କୋରନା କଟକଣା ଭାଙ୍ଗି ରୁଣ୍ଡ ହେଲେ ଶହ ଶହ ଲୋକେ ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଗନ୍ନାଥଧାମ ପୁରୀରେ ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ମହାପ୍ରସାଦ ବିକ୍ରୟ ନେଇ ଅଣ୍ଟା ଭିଡିଥିଲା ପୁରୀ ଜିଲ୍ଲା ପ୍ରଶାସନ । ହେଲେ ଅସଲ ବେଳକୁ ସବୁ ଅବ୍ୟବସ୍ଥା ପଦାରେ ପଡିଛି । ଲୋକେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, ଅନୁଗୁଳ, ବରଗଡ, କଟକ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବୌଦ୍ଧ ଓ
Read More...

ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି । ବିଭିନ୍ନ ଜଳଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା, ନଦୀବନ୍ଧର ଦୃଢତା, ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବିଭିନ୍ନ ଉପକରଣର
Read More...

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗତକାଲି ରାତିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ପରଲୋକ ହୋଇଯାଇଛି । ତାଙ୍କ ଦେହାନ୍ତ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା । ତେବେ ଚିକିତ୍ସାଧୀନ
Read More...